SME Loans - Liquidity solutions

ଆପଣଙ୍କର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ପାଇଁ ଏହା ହେଉଛି ବର୍ଷକରୁ କମ ଅବଧି ବିଶିଷ୍ଟ ଗୋଟିଏ ଟର୍ମ ଋଣ l

ବିବରଣୀ:

• ଫାଇନାନ୍ସ ପରିମାଣ: ୨୫ କୋଟି ଟଙ୍କା ପର୍ଯ୍ୟନ୍ତ
• ମାର୍ଜିନ ଆବଶ୍ୟକତା: ନମନୀୟ
• ଅବଧି:୧୨ ମାସ ପର୍ଯ୍ୟନ୍ତ
• ସିକ୍ୟୁରିଟି: ୧. ୨୫ ଗୁଣ ସାଧାରଣ ସମ୍ପତ୍ତି ପରିବ୍ୟାପ୍ତି

ଏହି ସୁବିଧା ଖ୍ୟାତି ସମ୍ପର୍ଣ୍ଣ ଗ୍ରାହକମାନଙ୍କର ବିକ୍ରି ବିଲ୍ ଗୁଡ଼ିକର ରିହାତି ପ୍ରଦାନ କରେ, ଯାହା ବ୍ୟବସାୟ ପାଇଁ କ୍ୟାସ ଚକ୍ରକୁ ହ୍ରାସ କରିବାରେ, କାର୍ଯ୍ୟକାରୀ କ୍ୟାପିଟାଲ ପାଇଁ କ୍ୟାସ ମୁକ୍ତ କରିବାରେ, ବ୍ୟବସାୟ ଫଣ୍ଡିଙ୍ଗ ଏବଂ ଅନ୍ୟ ଆବଶ୍ୟକତା ପାଇଁ ସାହାଯ୍ୟ କରେ l

ବିବରଣୀ:

• ଫାଇନାନ୍ସ ପରିମାଣ: ୪୦ କୋଟି ଟଙ୍କା ପର୍ଯ୍ୟନ୍ତ
• ବୈଧତା: ୧୨ ମାସ ପର୍ଯ୍ୟନ୍ତ

ଆବର୍ତ୍ତୀ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପାଇଁ ଏହା ହେଉଛି ଉପଯୁକ୍ତ ଉତ୍ପାଦ l ଆବଶ୍ୟକତା ଅନୁସାରେ ଆପଣ କିସ୍ତି ଆକାରରେ ଉଠାଇବାର ନମନୀୟତା ଆପଣଙ୍କର ଅଛି l ପ୍ରତ୍ୟେକ ଉଠାଯାଇଥିବା ପରିମାଣ ୨-୩ ମାସ ପରେ ପୁନଃ ପଇଠଯୋଗ୍ୟ ଅଟେ l ଆପଣଙ୍କର ବର୍ତ୍ତମାନର ବକେୟା ରାଶି ମଞ୍ଜୁରୀପ୍ରାପ୍ତ ସୀମା ମଧ୍ୟରେ ରହିବା ପର୍ଯ୍ୟନ୍ତ ଆପଣ ଯେତେଥର ଉଠାଇ ପାରିବେ l ଉଚ୍ଚତର ତାଲିକାର ଋତୁକାଳୀନ ଚାହିଦା ପୂରଣ କରିବାକୁ ଏହି ଉତ୍ପାଦର ନମନୀୟତା ରହିଛି l

ବିବରଣୀ:

• ବର୍ଷିକିଆ ସମୀକ୍ଷା ହୋଇଛି
• ୩୦-୬୦ ଦିନର ଚକ୍ର
• ଚକ୍ର ଅବଧି ପରେ ଋଣ ଅଂଶଗୁଡ଼ିକ ପ୍ରାଦନଯୋଗ୍ୟ
• ୩୬ ମାସ ପର୍ଯ୍ୟନ୍ତ ଅବଧି

ବର୍ତ୍ତମାନ ଆବେଦନ କରନ୍ତୁ

FAQs

ଆପଣ ୦୨୨-୬୬୩୨-୭୯୪୦ରେ ଆମ ସହିତ ଯୋଗାଯୋଗ କରିପାରନ୍ତି l ଆହୁରି ମଧ୍ୟ ଆପଣ ନିଜର ପ୍ରଶ୍ନଗୁଡ଼ିକୁ [email protected]ରେ ଇମେଲ୍‌ କରିପାରନ୍ତି l.
ଋଣର ମାତ୍ରା ଆପଣଙ୍କ ଆବଶ୍ୟକତା, କ୍ରେଡିଟ୍‌ ମୂଲ୍ୟାଙ୍କନ ଏବଂ ଓ‍ଇଏମ୍‌ଏସ୍‌ (OEMs) / କମ୍ପାନୀଗୁଡ଼ିକର ଆକଳନ ଉପରେ ଆଧାରିତ । ଏପରିକି, ଏହା 40 କୋଟି ଟଙ୍କାରେ ସୀମିତ ଅଟେ l
ବିଲ୍‌ ରିହାତି ପାଇଁ ପ୍ରତିଷ୍ଠିତ ଓ‍ଇଏମ୍‌ଏସ୍‌ (OEMs) ଏବଂ କମ୍ପାନୀଗୁଡ଼ିକର ବିକ୍ରୟ ବିଲ୍‌ ସ୍ୱୀକାରଯୋଗ୍ୟ ।
ଆମେ ବହୁତ ପ୍ରକାରର ସିକ୍ୟୁରିଟିଗୁଡ଼ିକ ଗ୍ରହଣ କରୁ l ଏଥିରେ ଜମି ଏବଂ ଜମିଜମା ସମ୍ପତ୍ତି, କାରଖାନା ଏବଂ ମେସିନାରୀ, ଉପକରଣ, ସ୍ଥାୟୀ ଜମାଗୁଡ଼ିକ, ଜମା ପ୍ରମାଣପତ୍ରଗୁଡ଼ିକ, କେଭିପି, ଏନଏସସି, କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସିକ୍ୟୁରିଟିଗୁଡ଼ିକ, ସୁନା ଏବଂ ଅନ୍ୟ କ୍ୟାସ ସମତୁଲ୍ୟଗୁଡ଼ିକ, ଜୀବନ ବୀମା ପଲିସୀଗୁଡ଼ିକ ଏବଂ ଅନ୍ୟାନ୍ୟ l
ସବୁକିଛି ଠିକ୍‌ ଥିଲେ ଋଣ 10 କାର୍ଯ୍ୟ ଦିନ ମଧ୍ୟରେ ସଂଶୋଧିତ କରାଯିବ ।

ଇଏମଆଇ ହିସାବ କରନ୍ତୁ

• Diverse loan offerings
• Less documenation
• Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000

loan process
1
ଆବେଦନ କରନ୍ତୁ

ଆବେଦନ କରନ୍ତୁ

2
ନିଜର ଉତ୍ପାଦ ଚୟନ
କରନ୍ତୁ

ନିଜର ଉତ୍ପାଦ ଚୟନ
କରନ୍ତୁ

3
କରନ୍ତୁ
ଅନୁମୋଦନ ପ୍ରାପ୍ତ

କରନ୍ତୁ
ଅନୁମୋଦନ ପ୍ରାପ୍ତ

4
ଆପଣଙ୍କର ଋଣ
ମଞ୍ଜୁର
ବିତରୀତ

ଆପଣଙ୍କର ଋଣ
ମଞ୍ଜୁର
ବିତରୀତ

ସରଳ ଋଣ

ଆବେଦନ

ପ୍ରକ୍ରିୟା

ବର୍ତ୍ତମାନ ଆବେଦନ କରନ୍ତୁ

ଏମ୍ ବ୍ଲଗ୍ସ୍

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

• Diverse loan offerings
• Less documenation
• Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000

Top
fraud DetectionFraud Advisory MF - Whatsapp ServiceWhatsApp