ସହଜଲବ୍ଧ ଆର୍ଥିକ ସାହାଯ୍ୟ ସହିତ ଆପଣଙ୍କ ପାଇଁ, ପ୍ରକଳ୍ପ ଆକଳନକୁ ଭିତ୍ତି କରି ଆରାମଦାୟକ ପରିଶୋଧ ସର୍ତ୍ତଗୁଡ଼ିକ ସହିତ ଆପଣଙ୍କର ଦୀର୍ଘକାଳୀନ ଭିତ୍ତିଭୂମି କିମ୍ବା ଶିଳ୍ପଭିତ୍ତିକ ଏବଂ ଅନ୍ୟ ମୁଖ୍ୟ ପ୍ରକଳ୍ପଗୁଡ଼ିକୁ ଫାଇନାନ୍ସ କରିବା ସମ୍ଭବ ଅଟେ l

ବିବରଣୀ:

• ଫାଇନାନ୍ସ ପରିମାଣ: ୪୦ କୋଟି ଟଙ୍କା ପର୍ଯ୍ୟନ୍ତ
• ମାର୍ଜିନ ଆବଶ୍ୟକତା: ଗ୍ରାହକ ପ୍ରୋଫାଇଲ ଉପରେ ନିର୍ଭର କରେ
• ଅବଧି: ୬ ବର୍ଷ ପର୍ଯ୍ୟନ୍ତ
• ସିକ୍ୟୁରିଟି: ୧.୫ ଗୁଣ ସାଧାରଣ ସମ୍ପତ୍ତି ପରିବ୍ୟାପ୍ତି

ଉପକରଣ ଆଣିବା ପାଇଁ ଆମର ଫାଇନାନ୍ସ ବିକଳ୍ପଗୁଡ଼ିକର ଲାଭ ଉଠାନ୍ତୁ, ଯାହାକି ଆପଣଙ୍କର ବ୍ୟବସାୟ ପାଇଁ ଜଟିଳ ହୋଇପାରେ l ଆପଣଙ୍କର ସ୍ୱତନ୍ତ୍ର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମର ସ୍ୱତନ୍ତ୍ର ଏସଏମଇ ଋଣଗୁଡ଼ିକର ଡିଜାଇନ୍‌ କରାଯାଏ; ଉପକରଣ ଲିଜ୍ ପାଇଁ ହେଉ କିମ୍ବା ଅନ୍ୟ ପୁନଃ ଫାଇନାନ୍ସିଂ ବିକଳ୍ପଗୁଡ଼ିକ ପାଇଁ ହେଉ l

ବିବରଣୀ:

• ଫାଇନାନ୍ସ ପରିମାଣ: ୪୦ କୋଟି ଟଙ୍କା ପର୍ଯ୍ୟନ୍ତ
• ମାର୍ଜିନ ଆବଶ୍ୟକତା: ନମନୀୟ
• ଅବଧି: ୬ ମାସରୁ ୫ ବର୍ଷ
• ସିକ୍ୟୁରିଟି: ୧.୫ ଗୁଣ ସାଧାରଣ ସମ୍ପତ୍ତି ପରିବ୍ୟାପ୍ତି

ଆପଣଙ୍କର ଭିନ୍ନ ଭିନ୍ନ ଆବଶ୍ୟକତାକୁ ଖାପ ଖୁଆଇବା ପରି ଆମର ବହୁତ ପ୍ରକାରର ଫାଇନାନ୍ସିଆଲ ବିକଳ୍ପଗୁଡ଼ିକ ରହିଛି l ବିଭିନ୍ନ କର୍ପୋରେଟ ଏବଂ ବ୍ୟବସାୟିକ ଆବଶ୍ୟକତା ପାଇଁ ଦରକାର ମଧ୍ୟବର୍ତ୍ତୀକାଳୀନ ଆର୍ଥିକ ଆବଶ୍ୟକତାକୁ ସମାଧାନ କରିବା ପାଇଁ ଆମର କର୍ପୋରେଟ ଋଣଗୁଡ଼ିକୁ ଡିଜାଇନ କରାଯାଏ l

ବିବରଣୀ:

• ଫାଇନାନ୍ସ ପରିମାଣ: ୨୫ କୋଟି ଟଙ୍କା ପର୍ଯ୍ୟନ୍ତ
• ଅବଧି: ୧ ବର୍ଷରୁ ୫ ବର୍ଷ
• ସିକ୍ୟୁରିଟି: ୧.୫ ଗୁଣ ସାଧାରଣ ସମ୍ପତ୍ତି ପରିବ୍ୟାପ୍ତି

ଆପଣଙ୍କର ନୂତନ ବ୍ୟବସାୟକୁ ଆଗକୁ ନେବିକୁ ଆପଣ ଚାହୁଁଛନ୍ତି କିମ୍ବା ଆପଣଙ୍କର ରହିଥିବା ବ୍ୟବସାୟର ଉତ୍ପାଦନକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛନ୍ତି, ଆମର ନିରାପଦ ବ୍ୟବସାୟ ଋଣ ହିଁ ହେଉଛି ସଠିକ ପସନ୍ଦ l

ବିବରଣୀ:

• ଫାଇନାନ୍ସ ପରିମାଣ: ସମ୍ପତ୍ତିର ମୂଲ୍ୟାୟନ ଉପରେ ଭିତ୍ତି କରି
• ଅବଧି: ବ୍ୟବସାୟ ଚକ୍ର ସହିତ ସଂଯୁକ୍ତ ହୋଇ ୭ ବର୍ଷ ପର୍ଯ୍ୟନ୍ତ
• ସିକ୍ୟୁରିଟି: ୧.୫ ଗୁଣ ସାଧାରଣ ସମ୍ପତ୍ତି ପରିବ୍ୟାପ୍ତି

ଖ୍ୟାତିସମ୍ପର୍ଣ୍ଣ ଗ୍ରାହକମାନଙ୍କ ପାଇଁ ଭଡ଼ାରେ ରିହାତି ପ୍ରଦାନ କରି ଆମର ଅଫରିଙ୍ଗ୍‌ ବର୍ତ୍ତମାନ ରହିଥିବା ସମ୍ପତ୍ତିର ମୂଲ୍ୟାୟନ କରେ l ସାଧାରଣ କର୍ପୋରେଟ ଉଦ୍ଦେଶ୍ୟଗୁଡ଼ିକ ପାଇଁ ଏହା ସ୍ତର ୧ ଏବଂ ସ୍ତର ୨ରେ ଆପଣଙ୍କର ବ୍ୟବସାୟ ପାଇଁ ଲିକ୍ୱିଡ଼ିଟିର ବିକାଶ କରେ l

ବିବରଣୀ:

• ଫାଇନାନ୍ସ ପରିମାଣ: ୨୫ କୋଟି ଟଙ୍କା ପର୍ଯ୍ୟନ୍ତ
• ଅବଧି: ୬ ବର୍ଷ
• ସିକ୍ୟୁରିଟି: ପଟ୍ଟା ଚୁକ୍ତି ଅଧୀନରେ ସମ୍ପତ୍ତିର ବନ୍ଧକ

ବର୍ତ୍ତମାନ ଆବେଦନ କରନ୍ତୁ

FAQs

ଆପଣ ୦୨୨-୬୬୩୨-୭୯୪୦ରେ ଆମ ସହିତ ଯୋଗାଯୋଗ କରିପାରନ୍ତି l ଆହୁରି ମଧ୍ୟ ଆପଣ ନିଜର ପ୍ରଶ୍ନଗୁଡ଼ିକୁ [email protected].
ଆପଣଙ୍କର ଆବଶ୍ୟକତା, କ୍ରେଡିଟ ଆକଳନ ଏବଂ ପରିଶୋଧ କ୍ଷମତାକୁ ଭିତ୍ତିକରି ପ୍ରକଳ୍ପ ଋଣ ପରିମାଣକୁ ନିଷ୍ପତ୍ତି କରାଯାଏ l ଏପରିକି, ଏହା ୪୦ କୋଟି ଟଙ୍କାରେ ସୀମିତ ଅଟେ l
ଆମେ ବହୁତ ପ୍ରକାରର ସିକ୍ୟୁରିଟିଗୁଡ଼ିକ ଗ୍ରହଣ କରୁ l ଏଥିରେ ଜମି ଏବଂ ଜମିଜମା ସମ୍ପତ୍ତି, କାରଖାନା ଏବଂ ମେସିନାରୀ, ଉପକରଣ, ସ୍ଥାୟୀ ଜମାଗୁଡ଼ିକ, ଜମା ପ୍ରମାଣପତ୍ରଗୁଡ଼ିକ, କେଭିପି, ଏନଏସସି, କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସିକ୍ୟୁରିଟିଗୁଡ଼ିକ, ସୁନା ଏବଂ ଅନ୍ୟ କ୍ୟାସ ସମତୁଲ୍ୟଗୁଡ଼ିକ, ଜୀବନ ବୀମା ପଲିସୀଗୁଡ଼ିକ ଏବଂ ଅନ୍ୟାନ୍ୟ l
ଯଦି ସବୁକିଛି ଠିକଠାକ ଅଛି ତେବେ ୨୦ କାର୍ଯ୍ୟ ଦିବସ ମଧ୍ୟରେ ପ୍ରକଳ୍ପ ଋଣ ପ୍ରକ୍ରିୟାକରଣ ହୋଇଯିବ l
ସମାନ କିସ୍ତି, ବୁଲେଟ ପରିଶୋଧ, କିମ୍ବା ବେଲୁନିଙ୍ଗ ପରିଶୋଧ (ଆପଣଙ୍କର ବ୍ୟବସାୟର ଆବଶ୍ୟକତାଗୁଡିକ ଉପରେ ନିର୍ଭର କରି) କୁ ବାଛିବାର ନମନୀୟତା ଆପଣଙ୍କର ରହିଛି l ଦେୟର ସମସ୍ତ ଗ୍ରହଣୀୟ ମାଧ୍ୟମଗୁଡିକ ହେଉଛି ପିଡିସିଏସ, ଇସିଏସ ଅଧିଦେଶ କିମ୍ବା ଇଲେକ୍ଟ୍ରୋନିକ ସ୍ଥାନାନ୍ତରଣଗୁଡ଼ିକ l
ହଁ, ଆପଣ ବ୍ୟବସାୟ ଋଣକୁ ସମୟ ପୂର୍ବରୁ ପଇଠ କରିପାରିବେ l ମୂଳ ବକେୟା ଅର୍ଥରାଶି ଉପରେ ଆକାଉଣ୍ଟ ବନ୍ଦ କରିବା ଶୁଳ୍କ ୨% ଲାଗୁ ହେବ l
ଆପଣ ୦୨୨-୬୬୩୨-୭୯୪୦ରେ ଆମ ସହିତ ଯୋଗାଯୋଗ କରିପାରନ୍ତି l ଆହୁରି ମଧ୍ୟ ଆପଣ ନିଜର ପ୍ରଶ୍ନଗୁଡ଼ିକୁ [email protected].
ଆପଣଙ୍କର ଆବଶ୍ୟକତା, କ୍ରେଡିଟ ଆକଳନ ଏବଂ ପରିଶୋଧ କ୍ଷମତାକୁ ଭିତ୍ତିକରି ପ୍ରକଳ୍ପ ଋଣ ପରିମାଣକୁ ନିଷ୍ପତ୍ତି କରାଯାଏ l ଏପରିକି, ଏହା ୨୫ କୋଟି ଟଙ୍କାରେ ସୀମିତ ଅଟେ l
ଆମେ ବହୁତ ପ୍ରକାରର ସିକ୍ୟୁରିଟିଗୁଡ଼ିକ ଗ୍ରହଣ କରୁ l ଏଥିରେ ଜମି ଏବଂ ଜମିଜମା ସମ୍ପତ୍ତି, କାରଖାନା ଏବଂ ମେସିନାରୀ, ଉପକରଣ, ସ୍ଥାୟୀ ଜମାଗୁଡ଼ିକ, ଜମା ପ୍ରମାଣପତ୍ରଗୁଡ଼ିକ, କେଭିପି, ଏନଏସସି, କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସିକ୍ୟୁରିଟିଗୁଡ଼ିକ, ସୁନା ଏବଂ ଅନ୍ୟ କ୍ୟାସ ସମତୁଲ୍ୟଗୁଡ଼ିକ, ଜୀବନ ବୀମା ପଲିସୀଗୁଡ଼ିକ ଏବଂ ଅନ୍ୟାନ୍ୟ l
ଯଦି ସବୁକିଛି ଠିକଠାକ ଅଛି ତେବେ ୧୦ କାର୍ଯ୍ୟ ଦିବସ ମଧ୍ୟରେ ଉପକରଣ ଫାଇନାନ୍ସିଂ ପ୍ରକ୍ରିୟାକରଣ ହୋଇଯିବ l
ସମାନ କିସ୍ତି, ବୁଲେଟ ପରିଶୋଧ, କିମ୍ବା ବେଲୁନିଙ୍ଗ ପରିଶୋଧ (ଆପଣଙ୍କର ବ୍ୟବସାୟର ଆବଶ୍ୟକତାଗୁଡିକ ଉପରେ ନିର୍ଭର କରି) କୁ ବାଛିବାର ନମନୀୟତା ଆପଣଙ୍କର ରହିଛି l ଦେୟର ସମସ୍ତ ଗ୍ରହଣୀୟ ମାଧ୍ୟମଗୁଡିକ ହେଉଛି ପିଡିସିଏସ, ଇସିଏସ ଅଧିଦେଶ କିମ୍ବା ଇଲେକ୍ଟ୍ରୋନିକ ସ୍ଥାନାନ୍ତରଣଗୁଡ଼ିକ l
ହଁ, ଆପଣ ଉପକରଣ ଋଣକୁ ସମୟ ପୂର୍ବରୁ ପଇଠ କରିପାରିବେ l ମୂଳ ବକେୟା ଅର୍ଥରାଶି ଉପରେ ଆକାଉଣ୍ଟ ବନ୍ଦ କରିବା ଶୁଳ୍କ ୨% ଲାଗୁ ହେବ l
ଆପଣ ୦୨୨-୬୬୩୨-୭୯୪୦ରେ ଆମ ସହିତ ଯୋଗାଯୋଗ କରିପାରନ୍ତି l ଆହୁରି ମଧ୍ୟ ଆପଣ ନିଜର ପ୍ରଶ୍ନଗୁଡ଼ିକୁ [email protected].
ଆପଣଙ୍କର ଆବଶ୍ୟକତା, କ୍ରେଡିଟ ଆକଳନ ଏବଂ ପରିଶୋଧ କ୍ଷମତାକୁ ଭିତ୍ତିକରି କର୍ପୋରେଟ ଋଣ ପରିମାଣକୁ ନିଷ୍ପତ୍ତି କରାଯାଏ l ଏପରିକି, ଏହା ୨୫ କୋଟି ଟଙ୍କାରେ ସୀମିତ ଅଟେ l
ଆମେ ବହୁତ ପ୍ରକାରର ସିକ୍ୟୁରିଟିଗୁଡ଼ିକ ଗ୍ରହଣ କରୁ l ଏଥିରେ ଜମି ଏବଂ ଜମିଜମା ସମ୍ପତ୍ତି, କାରଖାନା ଏବଂ ମେସିନାରୀ, ଉପକରଣ, ସ୍ଥାୟୀ ଜମାଗୁଡ଼ିକ, ଜମା ପ୍ରମାଣପତ୍ରଗୁଡ଼ିକ, କେଭିପି, ଏନଏସସି, କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସିକ୍ୟୁରିଟିଗୁଡ଼ିକ, ସୁନା ଏବଂ ଅନ୍ୟ କ୍ୟାସ ସମତୁଲ୍ୟଗୁଡ଼ିକ, ଜୀବନ ବୀମା ପଲିସୀଗୁଡ଼ିକ ଏବଂ ଅନ୍ୟାନ୍ୟ l
ଯଦି ସବୁକିଛି ଠିକଠାକ ଅଛି ତେବେ ୨୦ କାର୍ଯ୍ୟ ଦିବସ ମଧ୍ୟରେ ଆପଣଙ୍କର କର୍ପୋରେଟ ଫାଇନାନ୍ସ ପ୍ରକ୍ରିୟାକରଣ ହୋଇଯିବ l
ସମାନ କିସ୍ତି, ବୁଲେଟ ପରିଶୋଧ, କିମ୍ବା ବେଲୁନିଙ୍ଗ ପରିଶୋଧ (ଆପଣଙ୍କର ବ୍ୟବସାୟର ଆବଶ୍ୟକତାଗୁଡିକ ଉପରେ ନିର୍ଭର କରି) କୁ ବାଛିବାର ନମନୀୟତା ଆପଣଙ୍କର ରହିଛି l ଦେୟର ସମସ୍ତ ଗ୍ରହଣୀୟ ମାଧ୍ୟମଗୁଡିକ ହେଉଛି ପିଡିସିଏସ, ଇସିଏସ ଅଧିଦେଶ କିମ୍ବା ଇଲେକ୍ଟ୍ରୋନିକ ସ୍ଥାନାନ୍ତରଣଗୁଡ଼ିକ l
ହଁ, ଆପଣ କର୍ପୋରେଟ ଋଣକୁ ସମୟ ପୂର୍ବରୁ ପଇଠ କରିପାରିବେ l ମୂଳ ବକେୟା ଅର୍ଥରାଶି ଉପରେ ଆକାଉଣ୍ଟ ବନ୍ଦ କରିବା ଶୁଳ୍କ ୨% ଲାଗୁ ହେବ l
ଆମର ସହଜ, ନିରାପଦ ଏବଂ ଦ୍ରୁତ ମୋବାଇଲ ଆପ୍ କିମ୍ବା ୱେବପେଜ ମାଧ୍ୟମରେ ଆବେଦନ କରାଯାଇପାରିବ l ବର୍ତ୍ତମାନ ଆବେଦନ କରିବା ପାଇଁ, ଏଠାରେ, କ୍ଲିକ୍‌ କରନ୍ତୁ l ଆହୁରି ମଧ୍ୟ ଆପଣ ନିଜର ପ୍ରଶ୍ନଗୁଡ଼ିକୁ [email protected]ରେ ଇମେଲ କରିପାରନ୍ତି l.
ଆପଣଙ୍କର ଆବଶ୍ୟକତା ଏବଂ ଆପଣଙ୍କର ବ୍ୟବସାୟର କ୍ୟାସ ପ୍ରବାହରୁ ଆସୁଥିବା ଯୋଗ୍ୟତା ଏବଂ ସମ୍ପତ୍ତିର ମୂଲ୍ୟାୟନକୁ ଭିତ୍ତିକରି ଆମେ ସର୍ବାଧିକ ପରିମାଣ ପ୍ରଦାନ କରିବାକୁ ଚେଷ୍ଟା କରୁ l ଏପରିକି ଯୋଗ୍ୟତାକୁ ଭିତ୍ତିକରି ସଂଶୋଧିତ ଋଣ ପରିମାଣ ଗ୍ରହଣ କରିବାର ଅଫର ଆପଣଙ୍କୁ ପ୍ରଦାନ କରାଯିବ l
ଏକ ଭାରମୁକ୍ତ ଆବାସିକ, ବ୍ୟବସାୟିକ, ଶିଳ୍ପଭିତ୍ତିକ ଏବଂ ଭୂସମ୍ପତ୍ତିକୁ ସମାନ୍ତରାଳ ଭାବରେ ଗ୍ରହଣ କରାଯାଏ l

ଅନଲାଇନରେ ଆପଣ ନିଜର ଯୋଗ୍ୟତା ପରିମାଣର ମଞ୍ଜୁରୀ ପାଇଯିବେ l ଯେହେତୁ ଆପଣ ଜାଣନ୍ତି ଯେ, ସୁରକ୍ଷିତ ବ୍ୟବସାୟ ଋଣ ସମାନ୍ତରାଳ ଉପରେ ଭିତ୍ତିକରି ପ୍ରକ୍ରିୟାକରଣ କରାଯିବ l ତେଣୁକରି ସମ୍ପତ୍ତି କାଗଜପତ୍ର ପାଇବା ପରେ ସମାନ୍ତରାଳର ମୂଲ୍ୟ ଯାଞ୍ଚ କରିବା ପାଇଁ ଏବଂ ସମାନ୍ତରାଳର ମାଲିକାନା ଯାଞ୍ଚ କରିବାକୁ ଆମେ ୩-୪ କାର୍ଯ୍ୟ ଦିବସ ନେବୁ l ସମାନ୍ତରାଳ ଯାଞ୍ଚ ପରେ ଋଣ ପ୍ରଦାନ କରିବାକୁ ୪୮ ଘଣ୍ଟା ସମୟ ଲାଗିବ l

ଏପରିକି, ଅସୁରକ୍ଷିତ ବ୍ୟବସାୟକୁ କାଗଜପତ୍ର ଯାଞ୍ଚର ୪୮ ଘଣ୍ଟା ସମୟ ମଧ୍ୟରେ ଋଣ ପ୍ରଦାନ କରାଯିବ l

ବ୍ୟବସାୟ ବୃଦ୍ଧି ପାଇଁ ଋଣ ଦରକାର କରୁଥିବା ବ୍ୟକ୍ତିବିଶେଷମାନେ, ସତ୍ତ୍ୱାଧିକାର, ଭାଗୀଦାରୀ, ପବ୍ଲିକ ଏବଂ ପ୍ରାଇଭେଟ ଲିମିଟେଡ଼ କମ୍ପାନୀଗୁଡ଼ିକ l
ଆବେଦନ ପାତ୍ରରେ ଉଲ୍ଲେଖ କରାଯାଇଥିବା ଉଦ୍ଦେଶ୍ୟରେ ହିଁ କେବଳ ଋଣଗୁଡ଼ିକୁ କରାଯାଇପାରିବ l ସାଧାରଣତଃ ଆମେ କାର୍ଯ୍ୟକାରୀ ପୁଞ୍ଜି, ବ୍ୟବସାୟ ବୃଦ୍ଧି, ଋଣ ପ୍ରତିସ୍ଥାପନ ଏବଂ ଉପକରଣ କ୍ରୟ ପାଇଁ ଋଣଗୁଡ଼ିକ ପ୍ରଦାନ କରୁ l
ଆମେ ଏନଏସିଏଚକୁ ପସନ୍ଦର ପରିଶୋଧ ମାଧ୍ୟମ ଭାବରେ ବ୍ୟବହାର କରୁ l ଏପରିକି ଆମେ ନମନୀୟତା ପ୍ରଦାନ କରୁ ଏବଂ ପିଡିସିଗୁଡ଼ିକ ମଧ୍ୟ ଗ୍ରହଣ କରୁ l
ସମାନ କିସ୍ତି, ବୁଲେଟ ପରିଶୋଧ, କିମ୍ବା ବେଲୁନିଙ୍ଗ ପରିଶୋଧ (ଆପଣଙ୍କର ବ୍ୟବସାୟର ଆବଶ୍ୟକତାଗୁଡିକ ଉପରେ ନିର୍ଭର କରି) କୁ ବାଛିବାର ନମନୀୟତା ଆପଣଙ୍କର ରହିଛି l
ହଁ, ଆପଣ ବ୍ୟବସାୟ ଋଣକୁ ସମୟ ପୂର୍ବରୁ ପଇଠ କରିପାରିବେ l ବନ୍ଦ କରିବା ଉପରେ ଆମର କୌଣସି ଶୁଳ୍କ ନାହିଁ l
ଅନଲାଇନରେ ଦାଖଲ କରାଯାଇଥିବା ତଥ୍ୟ ଯାଞ୍ଚ କରିବା ପାଇଁ ଦସ୍ତାବିଜଗୁଡ଼ିକ ସଂଗ୍ରହ କରିବା ପାଇଁ ଆମର ପ୍ରତିନିଧି ଆପଣଙ୍କୁ ଯୋଗାଯୋଗ କରିବେ l ଥରେ ତଥ୍ୟ ଯାଞ୍ଚ ହୋଇସାରିଲା ପରେ ଆମେ ଆବେଦନ ପତ୍ରର ଆବଣ୍ଟନ ପ୍ରକ୍ରିୟା ଚାଲୁ କରୁ l ଦସ୍ତାବିଜଗୁଡ଼ିକ ଯାଞ୍ଚ ହୋଇସାରିଲା ପରେ ଋଣକୁ ହ୍ରାସ କରିବା କିମ୍ବା ମନା କରିବା ଅଧିକାର ମହିନ୍ଦ୍ରା ଫାଇନାନ୍ସର ରହିଛି l
ଯଦି ଆପଣ ଅନଲାଇନରେ ଦାଖଲ କରିଥିବା ତଥ୍ୟକୁ ଆପଣ ଦାଖଲ କରିଥିବା କାଗଜପତ୍ର ଦ୍ୱାରା ଯାଞ୍ଚ କରାଯାଏ, ତେବେ ଋଣ ପରିମାଣର ଯୋଗ୍ୟତା ପରିବର୍ତ୍ତନ ହୋଇ ନପାରେ l ଏପରିକି, ଦସ୍ତାବିଜଗୁଡ଼ିକ ଯାଞ୍ଚ ହୋଇସାରିଲା ପରେ ଋଣକୁ ହ୍ରାସ କରିବା କିମ୍ବା ମନା କରିବା ଅଧିକାର ମହିନ୍ଦ୍ରା ଫାଇନାନ୍ସର ରହିଛି l
ଆପଣଙ୍କର ଗୋପନୀୟତା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଋଣ ମଞ୍ଜୁର ପାଇଁ ଜରୁରୀ ସୂଚନା ଏବଂ ନିୟାମକ/ବୈଧାନିକ ନିର୍ଦ୍ଦେଶାବଳୀ ଅନୁସାରେ ଆବଶ୍ୟକ ସୂଚନା କେବଳ ବୈଧାନିକ ସଂସ୍ଥାଗୁଡ଼ିକ ସହିତ ସେୟାର କରାଯିବ l
ମହିନ୍ଦ୍ରା ଫାଇନାନ୍ସ ଏବଂ ଏହାର ଏଜେଣ୍ଟମାନେ କଡ଼ା ତଥ୍ୟ ସୁରକ୍ଷା ନିର୍ଦ୍ଦେଶାବଳୀଗୁଡ଼ିକ ଅନୁସରଣ କରନ୍ତି l ଋଣ ମୂଲ୍ୟାୟନ ଏବଂ ମଞ୍ଜୁରର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆକାଉଣ୍ଟ ଆଇଡି ଏବଂ ପାସୱାର୍ଡ଼ଗୁଡ଼ିକୁ ମହିନ୍ଦ୍ରା ଫାଇନାନ୍ସ କିମ୍ବା ଏହାର ଏଜେଣ୍ଟ ସିଷ୍ଟମରେ ଗଚ୍ଛିତ କରାଯାଏ ନାହିଁ l ଏହି ପ୍ରକ୍ରିୟାରେ କୌଣସି ମାନୁଆଲ ହସ୍ତକ୍ଷେପ ନାହିଁ l ବ୍ୟାଙ୍କ ସିଷ୍ଟମ୍ସରୁ ସ୍ୱୟଂକ୍ରିୟ ତଥ୍ୟ ନିଷ୍କାସନ ପାଇଁ ଆଇଡି ଏବଂ ପାସୱାର୍ଡ଼ଗୁଡ଼ିକୁ ବ୍ୟବହାର କରାଯାଏ l ଏପରିକି କୌଣସି କାରଣ ଯୋଗୁଁ ଆପଣ ନିଜର ଆଇଡି ଏବଂ ପାସୱାର୍ଡ଼ ପ୍ରବେଶ କରିବାକୁ ଇଛା କରନ୍ତି ନାହିଁ ତେବେ ଆପଣ ମଧ୍ୟ ନିଜର ବ୍ୟାଙ୍କ ଷ୍ଟେଟମେଣ୍ଟକୁ ନିଜର ବ୍ୟାଙ୍କ ୱେବସାଇଟରୁ ଡାଉନଲୋଡ଼ କରିପାରିବେ ଏବଂ ଏହାକୁ ଆମର ମୋବାଇଲ ଆପ୍ଲିକେସନ/ୱେବସାଇଟରେ ଅପଲୋଡ଼ କରିପାରିବେ l
ହଁ, ଆପଣ ଆବେଦନ କରିବାବେଳେ ନିଜର ଋଣ ଅନୁରୋଧକୁ ବଦଳାଇ ପାରିବେ l ଯଦି ଆପଣ ଏହା ସହିତ କୌଣସି ସମସ୍ୟା ସାମ୍ନା କରନ୍ତି ତେବେ ଦୟାକରି ନିର୍ଦ୍ୱନ୍ଦରେ ଆମ ସହିତ ଯୋଗାଯୋଗ କରନ୍ତୁ ଏବଂ ଆମେ ଆପଣଙ୍କୁ ସାହାଯ୍ୟ କରି ଖୁସି ହେବୁ l

ଯଦି ଏଫଏକ୍ୟୁଏସ ଆପଣଙ୍କର ପ୍ରଶ୍ନକୁ ସାହାଯ୍ୟ କରୁନାହିଁ, ତେବେ ଦୟାକରି ଆମ ସହିତ ଦେୟମୁକ୍ତ ନଂ ୧୮୦୦୮୪୩୯୨୪୦ରେ ଯୋଗାଯୋଗ କରନ୍ତୁ [ସୋମବାରରୁ ଶୁକ୍ରବାର - ପୂର୍ବାହ୍ନ ୯:୦୦ ରୁ ସନ୍ଧ୍ୟା ୭:୦୦ ଏବଂ ଶନିବାର ପୂର୍ବାହ୍ନ ୯:୦୦ ରୁ ଅପରାହ୍ନ ୨:୦୦] କିମ୍ବା ଆମକୁ [email protected] ରେ ଇମେଲ ପଠାନ୍ତୁ ଏବଂ ଆମେ ଆପଣଙ୍କୁ ସାହାଯ୍ୟ କରି ଖୁସି ହେବୁ l

ଆପଣ ୦୨୨-୬୬୩୨-୭୯୪୦ରେ ଆମ ସହିତ ଯୋଗାଯୋଗ କରିପାରନ୍ତି l ଆହୁରି ମଧ୍ୟ ଆପଣ ନିଜର ପ୍ରଶ୍ନଗୁଡ଼ିକୁ [email protected] ରେ ଇମେଲ୍‌ କରିପାରନ୍ତି l .
ଆପଣଙ୍କର ଆବଶ୍ୟକତା, କ୍ରେଡିଟ ଆକଳନ ଏବଂ ରେଣ୍ଟାଲଗୁଡ଼ିକର ମୂଲ୍ୟକୁ ଭିତ୍ତିକରି ପ୍ରକଳ୍ପ ଋଣ ପରିମାଣକୁ ନିଷ୍ପତ୍ତି କରାଯାଏ l ଏପରିକି, ଏହା ୨୫ କୋଟି ଟଙ୍କାରେ ସୀମିତ ଅଟେ l
ଯେଉଁ ସମ୍ପତ୍ତି ବିପକ୍ଷରେ ଲିଜ ରେଣ୍ଟାଲଗୁଡ଼ିକ ରିହାତି କରାଯାଇଛି ତାହା ଲିଜ ରେଣ୍ଟାଲ ରିହାତି ଋଣ ପାଇଁ ସିକ୍ୟୁରିଟି ଭାବରେ ରହିବ l
ଯଦି ସବୁକିଛି ଠିକଠାକ ଅଛି ତେବେ ୧୦ କାର୍ଯ୍ୟ ଦିବସ ମଧ୍ୟରେ ଲିଜ ରେଣ୍ଟାଲ ରିହାତି ଋଣର ପ୍ରକ୍ରିୟାକରଣ ହୋଇଯିବ l
ଯେଉଁ ରେଣ୍ଟାଲଗୁଡ଼ିକ ବିପକ୍ଷରେ ରିହାତି କରାଯାଇଛି ସେହି ରେଣ୍ଟାଲଗୁଡ଼ିକର ଚକ୍ର ସହିତ ଖାପ ଖୁଆଇବା ପରି ପରିଶୋଧକୁ ଗଠନ କରାଯିବ l
ହଁ, ଆପଣ ଉପକରଣ ଋଣକୁ ସମୟ ପୂର୍ବରୁ ପଇଠ କରିପାରିବେ l ଆକାଉଣ୍ଟ ବନ୍ଦ କରିବା ଶୁଳ୍କଗୁଡ଼ିକ ଲାଗୁ ହେବ l

ଇଏମଆଇ ହିସାବ କରନ୍ତୁ

• Diverse loan offerings
• Less documenation
• Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000

loan process
1
ଆବେଦନ କରନ୍ତୁ

ଆବେଦନ କରନ୍ତୁ

2
ନିଜର ଉତ୍ପାଦ ଚୟନ
କରନ୍ତୁ

ନିଜର ଉତ୍ପାଦ ଚୟନ
କରନ୍ତୁ

3
କରନ୍ତୁ
ଅନୁମୋଦନ ପ୍ରାପ୍ତ

କରନ୍ତୁ
ଅନୁମୋଦନ ପ୍ରାପ୍ତ

4
ଆପଣଙ୍କର ଋଣ
ମଞ୍ଜୁର
ବିତରୀତ

ଆପଣଙ୍କର ଋଣ
ମଞ୍ଜୁର
ବିତରୀତ

ସରଳ ଋଣ

ଆବେଦନ

ପ୍ରକ୍ରିୟା

ବର୍ତ୍ତମାନ ଆବେଦନ କରନ୍ତୁ

ଏମ୍ ବ୍ଲଗ୍ସ୍

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

• Diverse loan offerings
• Less documenation
• Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000

Top
fraud DetectionFraud Advisory MF - Whatsapp ServiceWhatsApp