ସୁବିଧା ଏବଂ ଲାଭ

ଯୋଗ୍ୟତା

21 ରୁ 58 ବର୍ଷ ବୟସ ମଧ୍ୟରେ ସମସ୍ତ ଗ୍ରାହକ ।

ଦସ୍ତାବିଜ ଆବଶ୍ୟକ

Disclaimer: MMFSL reserves the right to approve/disapprove the loan after the submission of documents.

প্রায়শই জিজ্ঞাস্য প্রশ্ন

ଫାଇନାନ୍ସ ପରିମାଣ ଯାନର ମୂଲ୍ୟ ଏବଂ ପ୍ରୋଫାଇଲ ଅନୁସାରେ ଋଣର ଯୋଗ୍ୟତା ଉପରେ ନିର୍ଭର କରେ l
ଯଦି ଆନୁସଙ୍ଗିକ ସାମଗ୍ରୀଗୁଡ଼ିକ ଓଇଏମ ଦ୍ୱାରା ଷ୍ଟାଣ୍ଡାର୍ଡ ଫିଟିଙ୍ଗ ନୁହେଁ ତେବେ ଆମେ କୌଣସି ଆନୁସଙ୍ଗିକ ସାମଗ୍ରୀଗୁଡ଼ିକୁ ପାଣ୍ଠି ପ୍ରଦାନ କରୁନାହୁଁ l
ପ୍ରଦାନ କରାଯାଉଥିବା ସୁଧ ହାରଗୁଡ଼ିକ ଯୁକ୍ତିଯୁକ୍ତ ଅଟେ ଏବଂ ଏହା ଗ୍ରାହକଙ୍କର ସ୍ଥାନ, ଋଣ ଅବଧି, ଏବଂ ଗ୍ରାହକ ପ୍ରୋଫାଇଲ ଦ୍ୱାରା ନିର୍ଣ୍ଣୟ କରାଯାଏ l
ଋଣ ସର୍ବାଧିକ ୫ ବର୍ଷ ସମୟ ପାଇଁ ଉପଲବ୍ଧ ଅଟେ l
ସାଧାରଣତଃ ଆବଶ୍ୟକୀୟ ଦସ୍ତାବିଜଗୁଡ଼ିକର ଦାଖଲ ଅନୁସାରେ ଗୋଟିଏ କାର୍ଯ୍ୟ ଦିବସରେ ଅନୁମୋଦନ ପ୍ରଦାନ କରାଯାଏ l ଦସ୍ତାବିଜଗୁଡ଼ିକୁ ଯାଞ୍ଚ କରିବା ପାଇଁ, ଏଠାରେ କ୍ଲିକ୍‌ କରନ୍ତୁ l
ହଁ, ଋଣ ପ୍ରଦାନ କରିବା ପରେ ଆବେଦନକାରୀଙ୍କୁ ଚୁକ୍ତିନାମାର ଗୋଟିଏ ନକଲ ପ୍ରଦାନ କରାଯିବ l
ଏହା କରିବା ପାଇଁ ଆପଣ ନିଜର ଅନୁରୋଧକୁ ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାକୁ ପଠାଇପାରିବେ l ଆମର ଶାଖାଗୁଡ଼ିକର ଗୋଟିଏ ତାଲିକା ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ l
ଆମର ଯେ କୌଣସି ଶାଖାରେ ଆପଣ ନିଜର କିସ୍ତିଗୁଡ଼ିକ ପଇଠ କରିପାରିବେ l ଆମର ଶାଖାଗୁଡ଼ିକର ଗୋଟିଏ ତାଲିକାଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ l
ଫାଇନାନ୍ସ ଚୁକ୍ତିନାମା ଅଧୀନରେ ଆକାଉଣ୍ଟ ବନ୍ଦ କରିବା ଚିନ୍ତା କରାଯାଏ ନାହିଁ l ଏପରିକି ଆପଣଙ୍କର ସ୍ୱତନ୍ତ୍ର ଅନୁରୋଧରେ ଆମେ ଆପଣଙ୍କୁ ସେଟେଲମେଣ୍ଟ ଅର୍ଥରାଶି ବିଷୟରେ ପରାମର୍ଶ ଦେଇପାରୁ ଏବଂ ଏହି ଅର୍ଥରାଶି ପ୍ରଦାନରେ ଋଣ ବନ୍ଦ ହେବା ପରେ ଜରୁରୀ ସମାପ୍ତି କାଗଜପତ୍ରଗୁଡ଼ିକ ମଞ୍ଜୁର ହେବ l
ଶେଷ କିସ୍ତି ପଇଠରେ ଏବଂ ଚୁକ୍ତି ଅନୁସାରେ ଅନ୍ୟ ବାକିଥିବା ଦେୟଗୁଡ଼ିକ ପଇଠ ପରେ ଆରଟିଓ ସମ୍ପର୍କିତ କାଗଜପତ୍ରଗୁଡ଼ିକୁ ମିଶାଇ ସମାପ୍ତି କାଗଜପତ୍ରଗୁଡ଼ିକୁ ମଞ୍ଜୁର କରାଯିବ l

ସମାପ୍ତି ପତ୍ର

ଆରଟିଓ ଉଦ୍ଦେଶ୍ୟରେ ଥିବା ଆପତ୍ତିବିହୀନ ପତ୍ର

ବୀମା ସମର୍ଥନ ବାତିଲକରଣ ପତ୍ର

ଆପଣ ସମ୍ପୃକ୍ତ ଶାଖାକୁ ଜଣାଇ ପାରିବେ, ଯାହା ସହିତ ସାଧାରଣ ଭାବରେ ଆପଣ ବୁଝାମଣା କରନ୍ତି l ନଚେତ୍‌, ଆପଣ ଏଠାରେ କ୍ଲିକ୍‌ କରି ଆମକୁ ଇମେଲ କରିପାରିବେ l
ବ୍ୟାପକ ବୀମା କଭର ବାଧ୍ୟତାମୂଳକ ଅଟେ l
ଆମେ ଏ ବିଷୟରେ ପ୍ରବର୍ତ୍ତାଇ ନଥାଉ, କିନ୍ତୁ ଦୟାକରି ବ୍ୟାପକ ବୀମା ପାଇଁ ଆୟୋଜନ କରିବାକୁ ନିର୍ଦ୍ୱନ୍ଦ ରୁହନ୍ତୁ ଏବଂ ଠିକ ସମୟରେ ଆମର ପୃଷ୍ଠଲେଖ ସହିତ ପଲିସୀ ନକଲ ଦାଖଲ କରନ୍ତୁ l ସମସ୍ତ ଋଣ ଏବଂ ବୀମା ଆବଶ୍ୟକତାଗୁଡ଼ିକ ପାଇଁ ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ପାଇଁ ଆମେ ଆମର ଗ୍ରାହକମାନଙ୍କ ପ୍ରତି ସବୁବେଳେ ପ୍ରତିବଦ୍ଧ ଅଟୁ l ଆମର ଶାଖା କମ୍ପାନୀ ମହିନ୍ଦ୍ରା ଇନ୍ସୁରାନ୍ସ ବ୍ରୋକର୍ସ ଏଲଟିଡି. ମାଧ୍ୟମରେ ଆମେ ଏକ ଅନ୍ୟତମ ସର୍ବୋତ୍ତମ ବୀମା ସମାଧାନ ପ୍ରଦାନ କରୁ l ଏପରିକି ଯଦି ଆପଣ ମାସିକ କିସ୍ତିଗୁଡ଼ିକ ସହିତ ପ୍ରିମିୟମ ପଇଠ କରନ୍ତି ତେବେ ଆମେ ଆପଣଙ୍କର ବୀମା ଆବଶ୍ୟକତାଗୁଡ଼ିକର ଯତ୍ନ ନେଇପାରିବୁ l
ପ୍ରତ୍ୟେକ ଧାରକଙ୍କର ଆବଶ୍ୟକତାକୁ ଖାପ ଖୁଆଇବା ପାଇଁ ସହଜ ଏବଂ ଆରାମଦାୟକ ସୂଚୀଗୁଡ଼ିକ ସହିତ ଆମର ଅଭିନବ ଏବଂ ନମନୀୟ ପରିଶୋଧ ଅବଧିଗୁଡ଼ିକର ଡିଜାଇନ କରାଯାଏ l ଉତ୍ପାଦର ପ୍ରକାର ଉପରେ ଭିତ୍ତି କରି ଆମେ ମାସିକ, ତ୍ରୈମାସିକ, ଏବଂ ଅର୍ଦ୍ଧ-ବାର୍ଷିକ ପରିଶୋଧ ସୂଚୀଗୁଡ଼ିକ ପ୍ରଦାନ କରୁ l

ଇଏମଆଇ ହିସାବ କରନ୍ତୁ

• Diverse loan offerings
• Less documenation
• Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50,000

loan process
1
ଆବେଦନ କରନ୍ତୁ

ଆବେଦନ କରନ୍ତୁ

2
ନିଜର ଉତ୍ପାଦ ଚୟନ
କରନ୍ତୁ

ନିଜର ଉତ୍ପାଦ ଚୟନ
କରନ୍ତୁ

3
କରନ୍ତୁ
ଅନୁମୋଦନ ପ୍ରାପ୍ତ

କରନ୍ତୁ
ଅନୁମୋଦନ ପ୍ରାପ୍ତ

4
ଆପଣଙ୍କର ଋଣ
ମଞ୍ଜୁର
ବିତରୀତ

ଆପଣଙ୍କର ଋଣ
ମଞ୍ଜୁର
ବିତରୀତ

ସରଳ ଋଣ

ଆବେଦନ

ପ୍ରକ୍ରିୟା

ବର୍ତ୍ତମାନ ଆବେଦନ କରନ୍ତୁ

ଏମ୍ ବ୍ଲଗ୍ସ୍

ଗ୍ରାହକ କୁହନ୍ତି

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

• Diverse loan offerings
• Less documenation
• Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000

Top
fraud DetectionFraud Advisory MF - Whatsapp ServiceWhatsApp