ସୁବିଧା ଏବଂ ଲାଭ

ଯୋଗ୍ୟତା

ସମସ୍ତ ଗ୍ରାହକ ଏକ ଟ୍ରାକ୍ଟର କିଣିବା କିମ୍ବା କିଣିବାର ଯୋଜନା କରୁଛନ୍ତି

ଦସ୍ତାବିଜ ଆବଶ୍ୟକ

Disclaimer: MMFSL reserves the right to approve/disapprove the loan after the submission of documents.

ଟପ୍ ଅପ୍ ଋଣ ଏବଂ ରିଫାଇନାନ୍ସ ଋଣ

Top

ଟପ୍ ଅପ୍ ଋଣ

ବର୍ତ୍ତମାନ ନିଜର ବିଭିନ୍ନ ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଆବଶ୍ୟକତା ପୂରଣ କରିବା ପାଇଁ ନିଜର ବିଦ୍ୟମାନ ଯାନ ଉପରେ ଋଣ ପ୍ରାପ୍ତ କରନ୍ତୁ। ଆମର ଟପ୍-ଅପ୍ ଋଣ ମହିନ୍ଦ୍ରା ଫାଇନାନ୍ସର ବିଦ୍ୟମାନ ଗ୍ରାହକଙ୍କ ତୁରନ୍ତ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି । ଗ୍ରାହକଙ୍କର ନିରନ୍ତର ସଫଳତା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିଯୋଗିତାମୂଳକ ସୁଧ ହାର ପ୍ରଦାନ କରୁ । ଟପ୍ ଅପ୍ ଋଣ ଆପଣଙ୍କର ମାସିକ ଦାୟିତ୍ୱକୁ ପୂରଣ କରିବା ଏବଂ ଉତ୍ତମ କ୍ରେଡିଟ୍ ବଜାୟ ରଖିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରେ । ଆମର ଅଧିକାରୀମାନଙ୍କୁ ଏହା ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷିତ କରାଯାଏ ଯେ ଆପଣ ସର୍ବନିମ୍ନ ଦସ୍ତାବିଜକରଣ ସହିତ ନିଜର ଟପ୍-ଅପ୍ ପ୍ରାପ୍ତ କରନ୍ତୁ ।

Top

ରିଫାଇନାନ୍ସ ଋଣ

ଆମଠାରୁ ରିଫାଇନାନ୍ସ ଋଣ ଆପଣଙ୍କୁ ଋଣ ଶୀଘ୍ର ପରିଶୋଧ କରିବାରେ ଏବଂ ପ୍ରତି ମାସରେ ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିପାରିବ । ଆମେ ପ୍ରତିଯୋଗିତାମୂଳକ ସୁଧ ହାର ପ୍ରଦାନ କରୁଛୁ ଯାହା ଆପଣଙ୍କର ବିଦ୍ୟମାନ ଟ୍ରାକ୍ଟର ଦେୟ ସୂଚୀ ଉପରେ ଆଧାରିତ । 10 ବର୍ଷରୁ ଅଧିକ ପୁରୁଣା ଯାନ ପାଇଁ 5 ବର୍ଷ ପର୍ଯ୍ୟନ୍ତ ଋଣ ଅବଧି ପ୍ରଦାନ କରାଯାଉଛି। ସରଳ ଏବଂ ଶୀଘ୍ର ପ୍ରକ୍ରିୟା ସୁନିଶ୍ଚିତ କରେ ଯେପରି ଆପଣ ଶୀଘ୍ର ଦେୟ ମାଧ୍ୟମରେ ନିଜର ଋଣ ପ୍ରାପ୍ତ କରିପାରିବେ। ଉତ୍ତମ ଭାବରେ ପ୍ରଶିକ୍ଷିତ ଆମର ଅଧିକାରୀମାନେ ଆପଣଙ୍କୁ ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବେ ଏବଂ ଦସ୍ତାବିଜକରଣ ପ୍ରକ୍ରିୟାରେ ଆପଣଙ୍କୁ ସହଯୋଗ କରିବେ ।

FAQs

ନାଁ, ଜମି ବନ୍ଧକ ନ ରଖି ଟ୍ରାକ୍ଟର ଋଣ ଉପଲବ୍ଧ ହେବ l

ସୁବିଧା: ସର୍ବନିମ୍ନ ଦସ୍ତାବିଜକରଣ

ପହଞ୍ଚ: ଭାରତର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ଶାଖାଗୁଡ଼ିକର ସୁଦୃଢ଼ ନେଟୱାର୍କ

ବେଗ: ୨ଟି କାର୍ଯ୍ୟ ଦିବସରେ ଋଣ ଅନୁମୋଦନ

ଯେ କୌଣସି ମହିନ୍ଦ୍ରା ଫାଇନାନ୍ସ ଶାଖାରୁ ଆପଣ ନିଜର ଋଣପାଇ ପାରିବେ l. ଏପରିକି ଆପଣ ଅନଲାଇନରେ ଆବେଦନ କରିପାରିବେ, ଏବଂ ଆପଣ ନିଜ ସହର କିମ୍ବା ନଗରରେ ଜଣେ ମହିନ୍ଦ୍ରା ଫାଇନାନ୍ସ କାର୍ଯ୍ୟନିର୍ବାହୀଙ୍କ ଠାରୁ କଲ୍‍ ଗ୍ରହଣ କରିପାରିବେ |
ସ୍ଥାୟୀ ଭାବରେ କୌଣସି ସର୍ବନିମ୍ନ-ସର୍ବାଧିକ ପରିମାଣ ନାହିଁ l ଆପଣଙ୍କର ବ୍ୟକ୍ତିଗତ ଆବଶ୍ୟକତାଗୁଡ଼ିକୁ ଖାପ ଖୁଆଇବା ଭଳି ଟ୍ରାକ୍ଟର ଋଣ ପରିମାଣଗୁଡ଼ିକୁ ଅନୁକୂଳିତ କରାଯାଇପାରିବ l
ସର୍ବନିମ୍ନ ଅବଧି ୩ ମାସ ଏବଂ ସର୍ବାଧିକ ଅବଧି ୫ ବର୍ଷ ଅଟେ l
ଡାଉନ ପେମେଣ୍ଟ ହେଉଛି ଗାଡ଼ିର ମୂଲ୍ୟ ଏବଂ ଟ୍ରାକ୍ଟର ଋଣ ପରିମାଣ ମଧ୍ୟରେ ଥିବା ବାଲାନ୍ସ l ଏପରିକି, ଆପଣ ଫାଇନାନ୍ସ ବିକଳ୍ପ ଏବଂ ଆପଣଙ୍କର ଅବଶ୍ୟକତାଗୁଡ଼ିକୁ ଭିତ୍ତି କରି ଅଧିକ ପରିମାଣର ଡାଉନ ପେମେଣ୍ଟ କରିବାକୁ ପସନ୍ଦ କରିପାରିବେ l

ଇଏମଆଇ ହିସାବ କରନ୍ତୁ

• Diverse loan offerings
• Less documenation
• Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50,000

Tractor Loan EMI Calculator

What is Mahindra Finance Tractor Loan EMI Calculator?

An EMI calculator is an instrument that calculates the EMI and total interest payable against any specific loan amount. Mahindra Finance has introduced a Tractor Loan EMI Calculator that helps you keep track of monthly instalments (both paid and pending) after taking a loan to buy a tractor.

Mahindra Finance Tractor Loan EMI Calculator has been launched with multiple benefits and is easy to use.

Why choose Mahindra Finance?

Mahindra Finance prioritises your ease and comfort so you can avail a tractor loan without any hassle or delay. Here are some key advantages of taking a loan from Mahindra Finance:

• There are no restrictions on the mode of payment.
• Flexible EMI repayment options are available.
• The EMI period can range from 12 months up to 60 months.
• The documentation process is also very easy.
• Various plans are available, and each can be customised to match your requirements.
• The rate of interest is minimal and reasonable. No extra or undercover charges are involved.
• All transactions are transparent. You will get an SMS update at each step.
loan process
1
ଆବେଦନ କରନ୍ତୁ

ଆବେଦନ କରନ୍ତୁ

2
ନିଜର ଉତ୍ପାଦ ଚୟନ
କରନ୍ତୁ

ନିଜର ଉତ୍ପାଦ ଚୟନ
କରନ୍ତୁ

3
କରନ୍ତୁ
ଅନୁମୋଦନ ପ୍ରାପ୍ତ

କରନ୍ତୁ
ଅନୁମୋଦନ ପ୍ରାପ୍ତ

4
ଆପଣଙ୍କର ଋଣ
ମଞ୍ଜୁର
ବିତରୀତ

ଆପଣଙ୍କର ଋଣ
ମଞ୍ଜୁର
ବିତରୀତ

ସରଳ ଋଣ

ଆବେଦନ

ପ୍ରକ୍ରିୟା

ବର୍ତ୍ତମାନ ଆବେଦନ କରନ୍ତୁ

ଏମ୍ ବ୍ଲଗ୍ସ୍

ଗ୍ରାହକ କୁହନ୍ତି

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

• Diverse loan offerings
• Less documenation
• Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000

Top
fraud DetectionFraud Advisory MF - Whatsapp ServiceWhatsApp