mBlogs

ଏଫଏକ୍ୟୁଏସ୍‌

  • faqsୟୁଟିଲିଟି ଯାନବାହନ ଋଣ
  • faqsଦୁଇ-ଚକିଆ ଗାଡ଼ି ଋଣ
  • faqsଟ୍ରାକ୍ଟର ଋଣ
  • faqsତିନି-ଚକିଆ ଗାଡ଼ି ଋଣ
  • faqsପ୍ରି-ଓନଡ୍‌ କାର ଋଣ
  • faqsବ୍ୟକ୍ତିଗତ ଋଣ
  • faqsଗୃହ ଋଣଗୁଡ଼ିକ
  • faqsବ୍ୟବସାୟିକ ଯାନ ଋଣ
  • faqsକାର ଋଣଗୁଡ଼ିକ
  • faqsଲିକ୍ୱିଡିଟି ସମାଧାନ
  • faqsକ୍ରେଡିଟ୍ ଏବଂ ଋଣ ସମାଧାନଗୁଡ଼ିକ
  • faqsସ୍ଥାୟୀ ଜମାଗୁଡ଼ିକ
  • faqsମ୍ୟୁଚୁଆଲ୍ ଫଣ୍ଡସ୍‌
  • faqsନିବେଶକାରୀ କ୍ଷେତ୍ର
-ୟୁଟିଲିଟି ଯାନବାହନ ଋଣ

Q1: ୟୁଟିଲିଟି ଯାନଗୁଡ଼ିକ ପାଇଁ ଋଣର ସର୍ବାଧିକ ଫାଇନାନ୍ସ ପରିମାଣ କେତେ?

ଫାଇନାନ୍ସ ପରିମାଣ ଯାନର ମୂଲ୍ୟ ଏବଂ ପ୍ରୋଫାଇଲ ଅନୁସାରେ ଋଣର ଯୋଗ୍ୟତା ଉପରେ ନିର୍ଭର କରେ l

Q2: ଆପଣ କେବଳ ୟୁଟିଲିଟି ଯାନଗୁଡ଼ିକର ଫାଇନାନ୍ସ କରନ୍ତି ନା ଆନୁସଙ୍ଗିକ ସାମଗ୍ରୀଗୁଡ଼ିକର ଫାଇନାନ୍ସ ମଧ୍ୟ କରନ୍ତି?

ଯଦି ଆନୁସଙ୍ଗିକ ସାମଗ୍ରୀଗୁଡ଼ିକ ଓଇଏମ ଦ୍ୱାରା ଷ୍ଟାଣ୍ଡାର୍ଡ ଫିଟିଙ୍ଗ ନୁହେଁ ତେବେ ଆମେ କୌଣସି ଆନୁସଙ୍ଗିକ ସାମଗ୍ରୀଗୁଡ଼ିକୁ ପାଣ୍ଠି ପ୍ରଦାନ କରୁନାହୁଁ l

Q3: ଋଣଗୁଡ଼ିକର ସୁଧ ହାର କେତେ?

ପ୍ରଦାନ କରାଯାଉଥିବା ସୁଧ ହାରଗୁଡ଼ିକ ଯୁକ୍ତିଯୁକ୍ତ ଅଟେ ଏବଂ ଏହା ଗ୍ରାହକଙ୍କର ସ୍ଥାନ, ଋଣ ଅବଧି, ଏବଂ ଗ୍ରାହକ ପ୍ରୋଫାଇଲ ଦ୍ୱାରା ନିର୍ଣ୍ଣୟ କରାଯାଏ l

Q4: ଗୋଟିଏ ଋଣ ପାଇଁ ସର୍ବାଧିକ ପରିଶୋଧ ସମୟ କେତେ?

ଋଣ ସର୍ବାଧିକ ୫ ବର୍ଷ ସମୟ ପାଇଁ ଉପଲବ୍ଧ ଅଟେ l

Q5: ଋଣ ମଞ୍ଜୁରୀ କେତେ ସମୟ ନିଏ?

ସାଧାରଣତଃ ଆବଶ୍ୟକୀୟ ଦସ୍ତାବିଜଗୁଡ଼ିକର ଦାଖଲ ଅନୁସାରେ ଗୋଟିଏ କାର୍ଯ୍ୟ ଦିବସରେ ଅନୁମୋଦନ ପ୍ରଦାନ କରାଯାଏ l ଦସ୍ତାବିଜଗୁଡ଼ିକୁ ଯାଞ୍ଚ କରିବା ପାଇଁ, ଏଠାରେ କ୍ଲିକ୍‌ କରନ୍ତୁ l

Q6: ମୋର ରେକର୍ଡଗୁଡ଼ିକ ପାଇଁ ଆପଣ ମୋତେ ବିଧିବଦ୍ଧ ଭାବରେ ପୂରଣ ହୋଇଥିବା ଚୁକ୍ତିନାମାର ଗୋଟିଏ ନକଲ ପ୍ରଦାନ କରିବେ କି?

ହଁ, ଋଣ ପ୍ରଦାନ କରିବା ପରେ ଆବେଦନକାରୀଙ୍କୁ ଚୁକ୍ତିନାମାର ଗୋଟିଏ ନକଲ ପ୍ରଦାନ କରାଯିବ l

Q7: ୟୁଟିଲିଟି ଯାନଗୁଡ଼ିକ ପାଇଁ ଋଣ ପ୍ରାପ୍ତ କରିବା ପାଇଁ ଆପଣ କୌଣସି ସମାନ୍ତରାଳ ସିକ୍ୟୁରିଟି ଦରକାର କରନ୍ତି କି?

ନାଁ, ସମାନ୍ତରାଳ ସିକ୍ୟୁରିଟି ଦରକାର ନାହିଁ l

Q8: ଆପଣ ସବୁବେଳେ ଗୋଟିଏ ଗ୍ୟାରେଣ୍ଟି ଦରକାର କରିବେ କି?

ସବୁବେଳେ ନୁହେଁ l

Q9: ଯଦି ମୁଁ ମୋର ପିଡିସିଏସ ବଦଳାଇବାକୁ ଚାହେଁ ତେବେ ମୁଁ କଣ କରିବା ଉଚିତ?

ଏହା କରିବା ପାଇଁ ଆପଣ ନିଜର ଅନୁରୋଧକୁ ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାକୁ ପଠାଇପାରିବେ l ଆମର ଶାଖାଗୁଡ଼ିକର ଗୋଟିଏ ତାଲିକା ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ l

Q10 ଯେ କୌଣସି ଶାଖାରେ ମୁଁ କିସ୍ତିଗୁଡ଼ିକ ପଇଠ କରିପାରିବି କି?

ଆମର ଯେ କୌଣସି ଶାଖାରେ ଆପଣ ନିଜର କିସ୍ତିଗୁଡ଼ିକ ପଇଠ କରିପାରିବେ l ଆମର ଶାଖାଗୁଡ଼ିକର ଗୋଟିଏ ତାଲିକାଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ l

Q11 ଯଦି ମୁଁ ମୋର ଆକାଉଣ୍ଟ ବନ୍ଦ କରିବାକୁ ଚାହେଁ ତେବେ ପ୍ରକ୍ରିୟାଟି କଣ?

ଫାଇନାନ୍ସ ଚୁକ୍ତିନାମା ଅଧୀନରେ ଆକାଉଣ୍ଟ ବନ୍ଦ କରିବା ଚିନ୍ତା କରାଯାଏ ନାହିଁ l ଏପରିକି ଆପଣଙ୍କର ସ୍ୱତନ୍ତ୍ର ଅନୁରୋଧରେ ଆମେ ଆପଣଙ୍କୁ ସେଟେଲମେଣ୍ଟ ଅର୍ଥରାଶି ବିଷୟରେ ପରାମର୍ଶ ଦେଇପାରୁ ଏବଂ ଏହି ଅର୍ଥରାଶି ପ୍ରଦାନରେ ଋଣ ବନ୍ଦ ହେବା ପରେ ଜରୁରୀ ସମାପ୍ତି କାଗଜପତ୍ରଗୁଡ଼ିକ ମଞ୍ଜୁର ହେବ l

Q12 ମୋର ଚୁକ୍ତି ଅବଧି ଶେଷ ହୋଇଯିବା ପରେ ମୁଁ କଣ କରିବା ଉଚିତ?

ଶେଷ କିସ୍ତି ପଇଠରେ ଏବଂ ଚୁକ୍ତି ଅନୁସାରେ ଅନ୍ୟ ବାକିଥିବା ଦେୟଗୁଡ଼ିକ ପଇଠ ପରେ ଆରଟିଓ ସମ୍ପର୍କିତ କାଗଜପତ୍ରଗୁଡ଼ିକୁ ମିଶାଇ ସମାପ୍ତି କାଗଜପତ୍ରଗୁଡ଼ିକୁ ମଞ୍ଜୁର କରାଯିବ l

Q13 ସମାପ୍ତି ପରେ ମୋତେ କେଉଁ କାଗଜପତ୍ରଗୁଡ଼ିକୁ ସଂଗ୍ରହ କରିବାକୁ ହେବ?

ସମାପ୍ତି ପତ୍ର

ଆରଟିଓ ଉଦ୍ଦେଶ୍ୟରେ ଥିବା ଆପତ୍ତିବିହୀନ ପତ୍ର

ବୀମା ସମର୍ଥନ ବାତିଲକରଣ ପତ୍ର

Q14 ଠିକଣା ପରିବର୍ତ୍ତନ କ୍ଷେତ୍ରରେ ମୁଁ କଣ କରିବା ଉଚିତ? ମୁଁ କାହାକୁ ଜଣାଇବା ଉଚିତ?

ଆପଣ ସମ୍ପୃକ୍ତ ଶାଖାକୁ ଜଣାଇ ପାରିବେ, ଯାହା ସହିତ ସାଧାରଣ ଭାବରେ ଆପଣ ବୁଝାମଣା କରନ୍ତି l ନଚେତ୍‌, ଆପଣ ଏଠାରେ କ୍ଲିକ୍‌ କରି ଆମକୁ ଇମେଲ କରିପାରିବେ l

Q15 ଗୋଟିଏ ତୃତୀୟ ପକ୍ଷ ବୀମା କଭର ଯଥେଷ୍ଟ ଅଟେ କି?

ବ୍ୟାପକ ବୀମା କଭର ବାଧ୍ୟତାମୂଳକ ଅଟେ l

Q16 କେବଳ ଆପଣଙ୍କର ଏଜେଣ୍ଟଙ୍କ ମାଧ୍ୟମରେ ବୀମା କରାଯିବ ବୋଲି ଆପଣ ପ୍ରବର୍ତ୍ତାଇ ଥାଆନ୍ତି କି? ବୀମା ପାଇଁ ମୁଁ ନିଜେ ଦାୟିତ୍ୱ ନେଇପାରିବି କି?

ଆମେ ଏ ବିଷୟରେ ପ୍ରବର୍ତ୍ତାଇ ନଥାଉ, କିନ୍ତୁ ଦୟାକରି ବ୍ୟାପକ ବୀମା ପାଇଁ ଆୟୋଜନ କରିବାକୁ ନିର୍ଦ୍ୱନ୍ଦ ରୁହନ୍ତୁ ଏବଂ ଠିକ ସମୟରେ ଆମର ପୃଷ୍ଠଲେଖ ସହିତ ପଲିସୀ ନକଲ ଦାଖଲ କରନ୍ତୁ l ସମସ୍ତ ଋଣ ଏବଂ ବୀମା ଆବଶ୍ୟକତାଗୁଡ଼ିକ ପାଇଁ ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ପାଇଁ ଆମେ ଆମର ଗ୍ରାହକମାନଙ୍କ ପ୍ରତି ସବୁବେଳେ ପ୍ରତିବଦ୍ଧ ଅଟୁ l ଆମର ଶାଖା କମ୍ପାନୀ ମହିନ୍ଦ୍ରା ଇନ୍ସୁରାନ୍ସ ବ୍ରୋକର୍ସ ଏଲଟିଡି. ମାଧ୍ୟମରେ ଆମେ ଏକ ଅନ୍ୟତମ ସର୍ବୋତ୍ତମ ବୀମା ସମାଧାନ ପ୍ରଦାନ କରୁ l ଏପରିକି ଯଦି ଆପଣ ମାସିକ କିସ୍ତିଗୁଡ଼ିକ ସହିତ ପ୍ରିମିୟମ ପଇଠ କରନ୍ତି ତେବେ ଆମେ ଆପଣଙ୍କର ବୀମା ଆବଶ୍ୟକତାଗୁଡ଼ିକର ଯତ୍ନ ନେଇପାରିବୁ l

Q17 ଏମୟୁଭିଏସ ଏବଂ ଏସୟୁଭିଏସ ପାଇଁ ଋଣ ଅବଧି ବିକଳ୍ପଗୁଡ଼ିକ କଣ ଅଟେ?

ପ୍ରତ୍ୟେକ ଧାରକଙ୍କର ଆବଶ୍ୟକତାକୁ ଖାପ ଖୁଆଇବା ପାଇଁ ସହଜ ଏବଂ ଆରାମଦାୟକ ସୂଚୀଗୁଡ଼ିକ ସହିତ ଆମର ଅଭିନବ ଏବଂ ନମନୀୟ ପରିଶୋଧ ଅବଧିଗୁଡ଼ିକର ଡିଜାଇନ କରାଯାଏ l ଉତ୍ପାଦର ପ୍ରକାର ଉପରେ ଭିତ୍ତି କରି ଆମେ ମାସିକ, ତ୍ରୈମାସିକ, ଏବଂ ଅର୍ଦ୍ଧ-ବାର୍ଷିକ ପରିଶୋଧ ସୂଚୀଗୁଡ଼ିକ ପ୍ରଦାନ କରୁ l

+ଦୁଇ-ଚକିଆ ଗାଡ଼ି ଋଣ
+ଟ୍ରାକ୍ଟର ଋଣ
+ତିନି-ଚକିଆ ଗାଡ଼ି ଋଣ
+ପ୍ରି-ଓନଡ୍‌ କାର ଋଣ
+ବ୍ୟକ୍ତିଗତ ଋଣ
+ଗୃହ ଋଣଗୁଡ଼ିକ
+ବ୍ୟବସାୟିକ ଯାନ ଋଣ
+କାର ଋଣଗୁଡ଼ିକ
+ଲିକ୍ୱିଡିଟି ସମାଧାନ
+ଶିଳ୍ପଭିତ୍ତିକ ପ୍ରକଳ୍ପ ଫାଇନାନ୍ସିଂ
+ଉପକରଣ ଫାଇନାନ୍ସିଂ
+କର୍ପୋରେଟ ଫାଇନାନ୍ସିଂ
+ସୁରକ୍ଷିତ ବ୍ୟବସାୟ ଋଣ
+ଲିଜ୍ ରେଣ୍ଟାଲ୍ ଡିସକାଉଣ୍ଟିଂ
+ସ୍ଥାୟୀ ଜମାଗୁଡ଼ିକ
+ମ୍ୟୁଚୁଆଲ୍ ଫଣ୍ଡସ୍‌
+କମ୍ପାନୀ ସୂଚନା
+ଇକ୍ୱିଟି ସେୟାରଗୁଡ଼ିକର ସୂଚନା
+ନିବେଶକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା
+ସେୟାରଗୁଡ଼ିକର ସ୍ଥାନାନ୍ତରଣ
+ସେୟାରଗୁଡ଼ିକର ହସ୍ତାନ୍ତରଣ
+ସେୟାରଗୁଡ଼ିକର ଡିମାଟେରିଆଲାଇଜେସନ
+ସେୟାର ହୋଲଡିଂ କ୍ଷେତ୍ରରେ ନାମାଙ୍କନ
+ସେୟାର ପ୍ରମାଣପତ୍ରଗୁଡ଼ିକର ହାନି
+ଠିକଣା ପରିବର୍ତ୍ତନ
+ଲାଭାଂଶ ପଇଠ
+ସବୁଜ ପ୍ରଚେଷ୍ଟା
+ବିବିଧ

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

  • Diverse loan offerings
  • Less documenation
  • Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000