ଠକାମୀ ଉପଦେଷ୍ଟା ପୃଷ୍ଠା

ପ୍ରିୟ ଗ୍ରାହକ,

ଆମର ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ନିମନ୍ତେ ଆମେ ଇଣ୍ଟରନେଟ ଉପରେ ନିର୍ଭରଶୀଳ ଅଟୁ l ଇଣ୍ଟରନେଟ ବ୍ୟବହାର କରି ଆର୍ଥିକ ଠକେଇଗୁଡ଼ିକ କରିବାର ସୁବିଧା ମଧ୍ୟ ଠକ ଏବଂ ପ୍ରତାରକମାନଙ୍କୁ ମିଳିଛି l ଏହିଭଳି ଠକାମୀଗୁଡ଼ିକରୁ କିପରି ନିଜକୁ ସୁରକ୍ଷିତ ରଖିବାକୁ ହେବ ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ l

ମନେ ରଖିବା ନିମନ୍ତେ ମୁଖ୍ୟ ପଏଣ୍ଟଗୁଡ଼ିକ

  • ପ୍ରକ୍ରିୟାକରଣ ଦେୟ/ଲଗଇନ ଦେୟର ଅଂଶ ଭାବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନସିଆଲ ସର୍ଭିସେସ୍ (ଏମଏମଏଫଏସଏଲ) ନଗଦ ଟଙ୍କା ଆଦାୟ କରେ ନାହିଁ ଏବଂ ଏଳି ମାଧ୍ୟମର ନେଣଦେଣଗୁଡ଼ିକୁ ମଧ୍ୟ କମ୍ପାନୀ ପ୍ରୋତ୍ସାହିତ କରେ ନାହିଁ l
  • ଗୋଟିଏ ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ କେବେ ବି ଏମଏମଏଫଏସଏଲ ଗ୍ରାହକଙ୍କୁ କୁହେ ନାହିଁ l
  • ଅଜଣା ତୃତୀୟ ପକ୍ଷଗୁଡ଼ିକ ଠାରୁ ଲିଙ୍କଗୁଡ଼ିକ କିମ୍ବା ଆଟାଚମେଣ୍ଟଗୁଡ଼ିକ ଖୋଲିବା ସମୟରେ ଯତ୍ନଶୀଳ ରୁହନ୍ତୁ l
  • ଫଟୋ ଆଇଡି, ଠିକଣା ପ୍ରମାଣପତ୍ର କିମ୍ବା ବ୍ୟକ୍ତିଗତ ସୂଚନା ଭଳି ବ୍ୟକ୍ତିଗତ ଡକ୍ୟୁମେଣ୍ଟ କୌଣସି ଅଜଣା ବ୍ୟକ୍ତିଙ୍କୁ ହସ୍ତାନ୍ତର କରନ୍ତୁ ନାହିଁ କିମ୍ବା ସେଗୁଡ଼ିକୁ ସନ୍ଦେହଜନକ ସାଇଟଗୁଡ଼ିକରେ ସେୟାର କରନ୍ତୁ ନାହିଁ l

ଯଦି ଆପଣ କୌଣସି ସନ୍ଦେହଜନକ ବିଷୟ ଜାଣିବାକୁ ପାଆନ୍ତି କିମ୍ବା ଆପଣ ଏକ ଠକାମୀ ବିଷୟରେ ରିପୋର୍ଟ କରିବାକୁ ଚାହାଁନ୍ତି, ଦୟାକରି ଆମକୁ [email protected] ରେ ଲେଖନ୍ତୁ କିମ୍ବା ଆମର ନିଃଶୁଳ୍କ ନମ୍ବରରେ ଯୋଗାଯୋଗ କରନ୍ତୁ

ଯଦି ଆପଣ ଆମର ନିକଟସ୍ଥ ଶାଖା କାର୍ଯ୍ୟାଳୟରେ ସାକ୍ଷାତ କରିବାକୁ ଚାହାଁନ୍ତି (ଆପଣ ଆମର ଶାଖା ସନ୍ଧାନକାରୀ ବା ଲୋକେଟର୍ mahindrafinance.com/branch-locator ମାଧ୍ୟମରେ ନିକଟସ୍ଥ ଶାଖା ଯାଞ୍ଚ କରନ୍ତୁ)

ଆହୁରି ମଧ୍ୟ, ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆମର ଅଫିସିଆଲ୍ ୱେବସାଇଟ୍ ହେଉଛି www.mahindrafinance.com । ଦୟାକରି ଅନ୍ୟ ନାମରେ ଥିବା ଇମ୍ପୋଷ୍ଟର ୱେବସାଇଟ୍‌ର ଶିକାର ହୁଅନ୍ତୁ ନାହିଁ ।

ଜାଲିଆତି ପରାମର୍ଶଦାତା ରିପୋର୍ଟ

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

  • Diverse loan offerings
  • Less documenation
  • Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000