Inclusive Buisness Model for Value Creation
ଅତୀତର ଆର୍ଥିକ ଇତିହାସକୁ ହିସାବ କରିବା ଅପେକ୍ଷା ଗ୍ରାହକଙ୍କର ରୋଜଗାର କ୍ଷମତାକୁ ହିସାବ କରି ଜୀବିକା ସୃଷ୍ଟି ସକ୍ରିୟ କରିବା l
ଅନୁକୂଳିତ ଉତ୍ପାଦଗୁଡ଼ିକ ପ୍ରଦାନ, ସରଳ ପଇଠ ସୂଚୀ ପ୍ରଦାନ ଏବଂ ଗ୍ରାମୀଣ ଭାରତର ଆବଶ୍ୟକତାଗୁଡ଼ିକ ପୂରଣ କରିବାରେ ଗ୍ରାହକଙ୍କ ସହିତ ସହଭାଗିତା l
ଗୋଷ୍ଠୀଗୁଡ଼ିକର ଆର୍ଥିକ ସ୍ଵାକ୍ଷରତା ପ୍ରଦାନ କରି ଏବଂ ଜୀବିକା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ଦୃଷ୍ଟି ଦେଇ l ଭାରତର ଗ୍ରାମୀଣ ଏବଂ ଅର୍ଦ୍ଧ-ସାହାରାଞ୍ଚଳ ଗୁଡ଼ିକରେ ଦୃଷ୍ଟି ଦେବା, ଯେଉଁ ଗୁଡ଼ିକ ସାଧାରଣ ବ୍ୟାଙ୍କିଙ୍ଗ ସେବା ଦ୍ୱାରା ପରିବ୍ୟାପ୍ତ ନୁହଁନ୍ତି l
ଭାରତର ଗ୍ରାମ୍ୟ ଏବଂ ଅର୍ଦ୍ଧ-ସହରର କିଛି ଭାଗ ଉପରେ ଧ୍ୟାନ ଦିଆଯାଇଛି ଯାହାକି ପାରମ୍ପରିକ ବ୍ୟାକିଙ୍ଗ ସେବା ଦ୍ୱାରା ଅନ୍ତର୍ଭୁକ୍ତ ହୋଇନାହିଁ ।
ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତ କରାଯାଏ, ନିଯୁକ୍ତି ସୁଯୋଗଗୁଡ଼ିକ ସୃଷ୍ଟି କରି ବଜାରଗୁଡ଼ିକ ଏବଂ ଗ୍ରାହକମାନଙ୍କ ବିଷୟରେ ଉତ୍ତମ ବୁଝାବଣା ପ୍ରାପ୍ତ କରୁଛନ୍ତି l
ସ୍ଥାନୀୟ ଯୋଗାଣକାରୀମାନଙ୍କୁ ପସନ୍ଦ କରାଯାଏ ଯାହାଦ୍ୱାରା ଲଗାତାର ଭାବରେ ନିୟୋଜିତ ହେବା ସହିତ ବ୍ୟବସାୟ ସୁଯୋଗଗୁଡ଼ିକ ପ୍ରଦାନ କରୁଛି ଏବଂ ସେମାନଙ୍କର ସେବା ସ୍ତରଗୁଡ଼ିକୁ ବିକାଶ କରୁଛି l
ଲୋକମାନେ | ଗ୍ରହ | ଲାଭ |
---|---|---|
ଅଂଶଭାଗୀମାନଙ୍କୁ ଜାଗ୍ରତ କରି
|
ପରିବେଶକୁ ପୁନଃସତେଜ କରି
|
ସହନଶୀଳ ବ୍ୟବସାୟ ଗଠନ
|
ଫାଇନାନ୍ସିଆଲ ସର୍ଭିସେସ ସେକ୍ଟର ସଷ୍ଟେନାବିଲିଟି କାଉନସିଲ ଆଭ୍ୟନ୍ତରୀଣ ଦଳୀୟ ସଦସ୍ୟମାନଙ୍କୁ ନେଇ ଗଠିତ l ଏହା ଗୋଟିଏ 8-ଜଣିଆ ପାରସ୍ପରିକ ସମ୍ପର୍କ ରହିଥିବା ଦଳ ଯେଉଁଥିରେ ଫାଇନାନ୍ସିଆଲ ସର୍ଭିସେସ ସେକ୍ଟରର ପ୍ରମୁଖ କାର୍ଯ୍ୟକଳାପଗୁଡ଼ିକର ବରିଷ୍ଠ ପରିଚାଳନା ସଦସ୍ୟମାନେ ରହିଥାନ୍ତି l ଫାଇନାନ୍ସିଆଲ ସର୍ଭିସେସ ଆଭ୍ୟନ୍ତରୀଣ ଦଳ ପ୍ରତି ଦିନିମାସରେ ଥରେ ସାକ୍ଷାତ ଆଲୋଚନା କରେ l
ଆଭ୍ୟନ୍ତରୀଣ ଦଳ |
କାଉନସିଲର ଆଭ୍ୟନ୍ତରୀଣ ଦଳରେ ପ୍ରତିନିଧିତ୍ୱ କରୁଥିବା ବିଭାଗଗୁଡ଼ିକ ହେଉଛି:
|
ଫାଇନାନ୍ସିଆଲ ସର୍ଭିସ ସେକ୍ଟର |
ମହିନ୍ଦ୍ରା ଗ୍ରୁପ୍ର ଫାଇନାନ୍ସିଆଲ ସର୍ଭିସେସ ସେକ୍ଟର ଗୋଷ୍ଠୀର ମଙ୍ଗଳକୁ ଏବଂ ପରିବେଶକୁ ଦୀର୍ଘକାଳୀନ ଅର୍ଥନୈତିକ ମୂଲ୍ୟ ସୃଷ୍ଟି ସହିତ ସମନ୍ୱିତ କରେ l ଏହା ନେଉଥିବା ଠାରୁ ଅଧିକ ପ୍ରଦାନ କରିବାକୁ ପ୍ରୟାସ କରେ ଏବଂ ସେଥିପାଇଁ ସକାରାତ୍ମକ ପରିବର୍ତ୍ତନ ଆଣେ l |
କର୍ମଚାରୀମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକ ଅବଲମ୍ବନ କରିବା ନିମନ୍ତେ ସଚେତନ କରାଇବା ଏବଂ ପ୍ରେରଣା ଯୋଗାଇବା ନିମନ୍ତେ ଧାରଣକ୍ଷମତା ଏବଂ ସିଏସଆର ଦଳ'#ମୁଁଦାୟିତ୍ୱବାନଅଟେ' ଅଭିଯାନର ଲଞ୍ଚ କରିଛନ୍ତି, ଯାହା ଆମର ଚାରିପାଖର ଗୋଷ୍ଠୀର ମଙ୍ଗଳକୁ ବୃଦ୍ଧି କରିବ ଏବଂ ପୃଥିବୀ ଗ୍ରହର କଲ୍ୟାଣକୁ ବୃଦ୍ଧି କରିବ l
ଏହି ପ୍ରଚେଷ୍ଟାର ମୂଳ ଉଦ୍ଦେଶ୍ୟ ହେଉଛି, ବ୍ୟକ୍ତିଗତ ଭାବରେ ଭଲ କାମ କରିବାର ଦାୟିତ୍ୱ ଗ୍ରହଣ କରିବା l
ଆଇଟି ସମ୍ପତ୍ତିଗୁଡ଼ିକ ପ୍ରଦାନ କରିବାକୁ ଆମେ ନୀତି ଅବଲମ୍ବନ କରୁ ଯାହା କି ପ୍ରଯୁଜ୍ୟ ନିୟମ ଏବଂ ନିର୍ଦ୍ଦେଶାବଳୀ ଅନୁସାରେ ଅଟେ l
ନିୟମଗୁଡ଼ିକ ଅନୁସାରେ 100% ଇ-ବର୍ଜ୍ୟର ପରିଚାଳନା କରାଯାଇଛି l
ମୁମ୍ବାଇରେ ଆମର ଏମଆଇବିଏଲ ମୁଖ୍ୟାଳୟରେ ରହିଥିବା 3,10 ଲାଇଟକୁ ଏଲଇଡି ଲାଇଟରେ ପରିବର୍ତ୍ତନ କରାଯାଇଛି, ଯାହା ଫଳରେ ପ୍ରତିବର୍ଷ 32,000 KWH ବିଦ୍ୟୁତ ଶକ୍ତି ସଞ୍ଚୟ କରାଯାଇପାରୁଛି l ବିଦ୍ୟୁତ ଶକ୍ତିର ବ୍ୟବହାର ଯୋଗୁଁ ଆହୁରି ମଧ୍ୟ ଜିଏଚଜି ନିର୍ଗମନ ହ୍ରାସକରଣରେ ଏହାର ଅବଦାନ ରହିଛି l
ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ତାହାକୁ ବୁଝିବା l
ଭୌତିକତାର ଏକ ବୁଝାବଣା ଆମର ମୂଲ୍ୟ ଶୃଙ୍ଖଳରେ ଅଧିକ ଗୁରୁତ୍ୱ ବହନ କରୁଥିବା ସମସ୍ୟାଗୁଡ଼ିକୁ ଅଗ୍ରାଧିକାର ଦେବାରେ ଆମକୁ ସାହାଯ୍ୟ କରେ l ନିମ୍ନରେ ପ୍ରଦତ୍ତ ଭୌତିକତା ମାଟ୍ରିକ୍ସ ଆମର 2016ର ଭୌତିକତା ଆକଳନର ଫଳାଫଳକୁ ପ୍ରତିଫଳିତ କରେ l
ଅଂଶୀଦାରମାନଙ୍କ ନିମନ୍ତେ ଅଧିକ ଗୁରୁତ୍ୱ ବହନ କରୁଥିବା ଏବଂ ଆମର ବ୍ୟବସାୟ ଉପରେ ବୃହତ ଆକଳିତ ପ୍ରଭାବ ପକାଇବା ବିଷୟଗୁଡ଼ିକ ତାଲିକାର ଡାହାଣ ପାଖ ଶୀର୍ଷରେ ଦେଖାଯାଆନ୍ତି l
Email: [email protected]
Toll free number: 1800 233 1234 (ସୋମବାର-ରବିବାର,୮ଏମ ରୁ ୧୦ ପିଏମ)
(Except National Holidays)
WhatsApp number: 7066331234
ଏଠାରେ କ୍ଲିକ୍ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ
For illustration purpose only
Total Amount Payable
50000