ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼ (ମହିନ୍ଦ୍ରା ଫାଇନାନ୍ସ) ମହିନ୍ଦ୍ରା ଗ୍ରୁପ୍ର ଏକ ଅଂଶ ଅଟେ, ଯାହା କି 7.3 ମିଲିୟନରୁ ଅଧିକ ଖୁସି ଗ୍ରାହକମାନଙ୍କ ସହିତ ଭାରତର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳରେ କାର୍ଯ୍ୟ କରୁଥିବା ଏକ ଅନ୍ୟତମ ପ୍ରମୁଖ ଏନବିଏଫସି l ମହିନ୍ଦ୍ରା ଗାଡ଼ିଗୁଡ଼ିକୁ ଫାଇନାନ୍ସ ପ୍ରଦାନ କରିବା ନିମନ୍ତେ ପ୍ରାରମ୍ଭିକ ଭାବରେ ଏକ ଆବଦ୍ଧ ଫାଇନାନ୍ସ କମ୍ପାନୀ ଭାବରେ ସ୍ଥାପନ କରାଯାଇଥିଲା, ମହିନ୍ଦ୍ରା ଫାଇନାନ୍ସ ଏହାର ଫାଇନାନ୍ସ ସମାଧାନଗୁଡ଼ିକ ପ୍ରଦାନ କରି ବହୁତ ପଥ ଅତିକ୍ରମ କରିସାରିଛି, କେବଳ ଏହା ଅନ୍ୟ ମହିନ୍ଦ୍ରା ଉତ୍ପାଦଗୁଡିକୁ ଯେମିତି କି ଟ୍ରାକ୍ଟର, ଦୁଇ-ଚକିଆ ଗାଡ଼ି, ବ୍ୟବସାୟିକ ଗାଡ଼ି ଏବଂ ବ୍ୟବହୃତ ଗାଡ଼ିଗୁଡିକୁ ଫାଇନାନ୍ସ ପ୍ରଦାନ କରିଛି ତାହା ନୁହେଁ ଆହୁରି ମଧ୍ୟ ଏହା ଅନ୍ୟ ପ୍ରମୁଖ ଓଇଏମ ଗୁଡ଼ିକର ଗାଡ଼ି ଗୁଡିକୁ ଫାଇନାନ୍ସ ପ୍ରଦାନ କରିଛି l ଏହା ମଧ୍ୟ ଏହାର ଉତ୍ପାଦ ପୋର୍ଟଫୋଲିଓକୁ ବିଭକ୍ତିକରଣ କରିଛି ଏବଂ ଏହାର ସହାୟକଗୁଡ଼ିକ ଯେମିତି କି, ମହିନ୍ଦ୍ରା ଇନସୁରାନ୍ସ ବ୍ରୋକର୍ସ ଲିମିଟେଡ୍, ମହିନ୍ଦ୍ରା ରୁରାଲ ହାଉସିଂ ଫାଇନାନ୍ସ ଲିମିଟେଡ୍ ଏବଂ ମହିନ୍ଦ୍ରା ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍ ମାଧ୍ୟମରେ ଏସଏମଇ ଫାଇନାନ୍ସ ଏବଂ ମ୍ୟୁଚୁଆଲ ଫଣ୍ଡସ ଭଳି ଉତ୍ପାଦଗୁଡ଼ିକ ପ୍ରଦାନ କରେ l
ବ୍ୟବସ୍ଥିତ ବ୍ୟାଙ୍କ ଏବଂ ଅବ୍ୟବସ୍ଥିତ ଫାଇନାନ୍ସର ମାନଙ୍କ(ପଇସା ଧାର ପ୍ରଦାନକାରୀ) ମଧ୍ୟରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିବାରେ କମ୍ପାନୀର ସଫଳତାର କାହାଣୀର ଉଦ୍ରେକ ହୁଏ l କମ୍ପାନୀ ନିଜର ସାମାଜିକ ଭାବରେ ସମନ୍ୱିତ 'ରୋଜଗାର କରନ୍ତୁ ଏବଂ ପଇଠ କରନ୍ତୁ' ବ୍ୟବସାୟ ମଡେଲ ମାଧ୍ୟମରେ ଏହି ଶୂନ୍ୟ ସ୍ଥାନକୁ ପୂରଣ କରିଲା l ଏହି ମଡେଲଟି ଆୟକୁ ବୁଝିବାରେ ଏବଂ ସମ୍ପତ୍ତି; ଯଥା ଗାଡ଼ିର ନିୟୋଜନରେ ଅପରେଟିଙ୍ଗ ଅତିରିକ୍ତ ସୃଷ୍ଟି ଉପରେ ପର୍ଯ୍ୟବେସିତ ଅଟେ l ଗ୍ରାହକଙ୍କର ସମ୍ଭାବ୍ୟ କ୍ୟାସ ପ୍ରବାହର ପରିକଳ୍ପନା କରାଯାଏ ଏବଂ ବ୍ୟବସାୟ ମଡେଲ ବ୍ୟବହାର୍ଯ୍ୟତା ଉପରେ ଭିତ୍ତିକରି ନେବାକୁ ଥିବା ନିଷ୍ପତ୍ତି ଗ୍ରହଣ କରାଯାଏ l
ଉତ୍ପାଦଗୁଡ଼ିକ 3ଟି ମୁଖ୍ୟ ସିଦ୍ଧାନ୍ତ ଦ୍ୱାରା ସମର୍ଥିତ ଅଟେ:
ସେବାର ତ୍ୱରିତ ବେଗ l
ସରଳ କାଗଜପତ୍ର କାମ l
ଘର ନିକଟରେ ସେବା l
ସ୍ମାଟ୍ ଶାଖା, ବାଣିଜ୍ୟ ଆଡ଼ଭାନ୍ସ, ଏମ୍ଏଫ୍ ସୂତ୍ରଧାର
ସ୍ମାଟ୍ ଶାଖା, ବାଣିଜ୍ୟ ଆଡ଼ଭାନ୍ସ, ଏମ୍ଏଫ୍ ସୂତ୍ରଧାର
ସ୍ମାଟ୍ ଶାଖା, ବାଣିଜ୍ୟ ଆଡ଼ଭାନ୍ସ, ଏମ୍ଏଫ୍ ସୂତ୍ରଧାର
ସ୍ମାଟ୍ ଶାଖା, ବାଣିଜ୍ୟ ଆଡ଼ଭାନ୍ସ, ଏମ୍ଏଫ୍ ସୂତ୍ରଧାର
ଅଧିକ 7.3 ନିୟୁତରୁ
ଜୀବନ ବଦଳି ଗଲା
ଗ୍ରାମରେ
3.8 ଲକ୍ଷ ଗ୍ରାହକ.
ଟଙ୍କା ରୁ ଅଧିକ ଏୟୁଏମ୍ (AUM)
81,500 କୋଟି
କାର୍ଯ୍ୟାଳୟର of
1380+ ନେଟ୍ୱାର୍କ
7.3 ନିୟୁତରୁ
ଅଧିକ ଜୀବନ ବଦଳି ଗଲା
ଗ୍ରାମରେ
3.8 ଲକ୍ଷଗ୍ରାହକ
ଟଙ୍କା ରୁ ଅଧିକ ଏୟୁଏମ୍ (AUM)
81,500 କୋଟି
କାର୍ଯ୍ୟାଳୟର
1380+ ନେଟ୍ୱାର୍କ
“ଆମର ଯାତ୍ରାର ପ୍ରଥମ ଅବସ୍ଥାରେ ଆମେ ଅନୁଭବ କରିଲୁ ଯେ ଗ୍ରାମୀଣ ବଜାରରେ ସଫଳ ହେବାକୁ ହେଲେ, ଆମକୁ ନିଶ୍ଚିତ ଭାବରେ ଗ୍ରାମୀଣ ପରିବେଶ ସହିତ ଏକ ଅବିଚ୍ଛିନ୍ନ ଅଙ୍ଗ ଭାବରେ ମିଶିବାକୁ ପଡ଼ିବ l ଆମର ଗ୍ରାହକ ଆମର ବ୍ୟବସାୟର କେନ୍ଦ୍ର ଅଟନ୍ତି, ସେ କୃଷକ ହୁଅନ୍ତୁ, ଅଟୋ-ରିକ୍ସା ଚାଳକ, କିମ୍ବା ଗୋପାଳକ ହୁଅନ୍ତୁ ଏବଂ ଆମେ ତିଷ୍ଠି ରହିବାର ତାହା ହିଁ ହେଉଛି ଏକ ମାତ୍ର କାରଣ l ସେମାନଙ୍କର ଆବଶ୍ୟକତାଗୁଡିକୁ ଆଖିରେ ରଖି, ସେମାନଙ୍କର ଜୀବନରେ ଅଧିକ ମୂଲ୍ୟ ଭରି ଦେବାର ଲକ୍ଷ୍ୟରେ ଅଭିନବ ପୂର୍ଣ୍ଣ ଏବଂ ପ୍ରାସଙ୍ଗିକ ଉତ୍ପାଦ ଏବଂ ସେବାଗୁଡ଼ିକ ସୃଷ୍ଟିକରିବାକୁ ଆମେ ଲଗାତାର ଉଦ୍ୟମ ଜାରି ରଖୁ.....
ରମେଶ ଆୟାର
ଉପାଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ, ଅଧ୍ୟକ୍ଷ- ଫାଇନାନ୍ସିଆଲ ସର୍ଭିସେସ ସେକ୍ଟର ଆଣ୍ଡ ମେମ୍ବର ଅଫ ଦି ଗ୍ରୁପ୍ ଏକଜ୍ୟୁକୁଟିଭ ବୋର୍ଡ l .
Email: [email protected]
Toll free number: 1800 233 1234 (ସୋମବାର-ରବିବାର,୮ଏମ ରୁ ୧୦ ପିଏମ)
(Except National Holidays)
WhatsApp number: 7066331234
ଏଠାରେ କ୍ଲିକ୍ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ
For illustration purpose only
Total Amount Payable
50000