ପୁରସ୍କାରଗୁଡ଼ିକ ଏବଂ ମାନ୍ୟତା


ପୁରସ୍କାର ଅନୁଷ୍ଠାନ
ଗ୍ରେଟ ପ୍ଲେସ ଟୁ ୱାର୍କ® ଇଣ୍ଡିଆ ଦ୍ୱାରା ଲଗାତାର ଭାବରେ ୪ ବର୍ଷ ଧରି ଏମଏମଏଫଏସଏଲ ସବୁଠୁ ବଢ଼ିଆ କାମ କରିବା ପାଇଁ ସ୍ଥାନ ଭାବରେ ଶୀର୍ଷ ୧୦୦ ଗୋଟି ତାଲିକାରେ ତାଲିକାଭୁକ୍ତ ହେଲା l ୨୦୧୯, ଏହି ବର୍ଷ ମହିନ୍ଦ୍ରା ଫାଇନାନ୍ସ ଗ୍ରେଟ ପ୍ଲେସ ଟୁ ୱାର୍କ ସର୍ଭେ ୨୦୧୯ରେ ୮ମ(8th) ସ୍ଥାନରେ ଅଛି l କାର୍ଯ୍ୟ କରିବା ପାଇଁ ବହୁତ ବଢ଼ିଆ ସ୍ଥାନ
ବିଏଫଏସଆଇ ୨୦୧୯ରେ ଭାରତର କାର୍ଯ୍ୟ କରିବା ପାଇଁ ସର୍ବୋତ୍ତମ ସ୍ଥାନଗୁଡ଼ିକ: ବିଏଫଏସଆଇ ଶିଳ୍ପରେ ଗ୍ରେଟ ପ୍ଲେସ ଟୁ ୱାର୍କ ଇନଷ୍ଟିଚ୍ୟୁଟ ଦ୍ୱାରା ଭାରତର ସର୍ବୋତ୍ତମ କାର୍ଯ୍ୟ କରିବା ପାଇଁ ସ୍ଥାନଗୁଡ଼ିକ ୨୦୧୯ରେ ଶୀର୍ଷ ୨୦ଗୋଟି ତାଲିକାରେ ମହିନ୍ଦ୍ରା ଫାଇନାନ୍ସ ସ୍ଥାନ ପାଇଛି l ବିଏଫଏସଆଇ ରେ ଭାରତର କାର୍ଯ୍ୟ କରିବା ପାଇଁ ସର୍ବୋତ୍ତମ ସ୍ଥାନଗୁଡ଼ିକ:
୧୧ତମ ଏସିଆର ସର୍ବୋତ୍ତମ ବଡ଼ କର୍ମକ୍ଷେତ୍ର ୨୦୧୯: "ଏସିଆର ୨୫ ଗୋଟି ସର୍ବୋତ୍ତମ ବଡ଼ କର୍ମକ୍ଷେତ୍ର" ମଧ୍ୟରେ ମହିନ୍ଦ୍ରା ଫାଇନାନ୍ସ ଏକ ଅନ୍ୟତମ କର୍ମକ୍ଷେତ୍ର ଭାବରେ ମାନ୍ୟତା ପାଇଛି l ବିଶ୍ୱ ସ୍ତରୀୟ ଅନୁସନ୍ଧାନ ଏବଂ ପରାମର୍ଶଦାତା ଫାର୍ମ ଗ୍ରେଟ ପ୍ଲେସ ଟୁ ୱାର୍କ® ଦ୍ୱାରା ଅଧ୍ୟୟନଟି କରାଗଲା l ଗ୍ରେଟ ପ୍ଲେସ ଟୁ ୱାର୍କ ପ୍ରତିନିଧିତ୍ବ କରୁଥିବା ଏସିଆର ୮ ଗୋଟି ଦେଶରେ ହୋଇଥିବା ଏହି ସର୍ବେକ୍ଷଣ ଅଧ୍ୟୟନରେ୧.୬ ମିଲିୟନ କର୍ମଚାରୀ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟ କରିବା ପାଇଁ ବହୁତ ବଢ଼ିଆ ସ୍ଥାନ
ଫୋର୍ବସ ସହଯୋଗୀତାରେ ଗ୍ରେଟ ପିପୁଲ୍‌ ମ୍ୟାନେଜର୍ସ ଅଧ୍ୟୟନରେ ମହିନ୍ଦ୍ରା ଫାଇନାନ୍ସ ଗ୍ରେଟ ପିପୁଲ୍‌ ମ୍ୟାନେଜର୍ସ ଥିବା ଶୀର୍ଷ ୫୦ ଗୋଟି କମ୍ପାନୀରେ ମାନ୍ୟତା ପାଇଛି l ଗ୍ରେଟ ପିପୁଲ୍‌ ମ୍ୟାନେଜର୍ସ ଅଧ୍ୟୟନ
ମହିନ୍ଦ୍ରା ଫାଇନାନ୍ସ ଇଣ୍ଡିଆନ ଅଏଲ ଲଜୀସ୍ଟିକସ ଆୱାର୍ଡ ସିଭି ଫାଇନାନ୍ସର ଅଫ ଦି ଇୟର ୨୦୧୯ ପୁରସ୍କାର ଜିତିଛି l ଇଣ୍ଡିଆନ ଅଏଲ ଲଜୀସ୍ଟିକସ ଆୱାର୍ଡ ସିଭି ଫାଇନାନ୍ସର ଅଫ ଦି ଇୟର ୨୦୧୯ ପୁରସ୍କାର ଜିତିଛି l
ଏଓନ ଦ୍ୱାରା ୨ ଅଗଷ୍ଟ, ୨୦୧୯ରେ ମହିନ୍ଦ୍ରା ଫାଇନାନ୍ସ 'ବେଷ୍ଟ ଏମ୍ପ୍ଲୟର' ପୁରସ୍କାର ଜିତିଛି l ନିଜକୁ ଏକ ପସନ୍ଦର ନିଯୁକ୍ତି ପ୍ରଦାନକାରୀ ହିସାବରେ ଆକଳନ କରିବା ପାଇଁ ଏହି ଅଧ୍ୟୟନରେ ୧୨୫+ ସଂଗଠନ ଅଂଶଗ୍ରହଣ କରିଥିଲେ l ଫଳାଫଳଗୁଡ଼ିକ ସେମାନଙ୍କର କର୍ମଚାରୀ ଅନୁଭୂତି ସ୍କୋରଗୁଡ଼ିକ, ସିଇଓ ଅଭିଳାଷ ଏବଂ ଏଚଆର ଅଭ୍ୟାସଗୁଡ଼ିକର ଡିଜାଇନ ଉପରେ ପର୍ଯ୍ୟବେସିତ ଥିଲା l ଏନନ
ମାନବିକତା କାର୍ଯ୍ୟଗୁଡ଼ିକ ପାଇଁ ସମ୍ବଳ ଆୟୋଜନରେ ଅଂଶ ଗ୍ରହଣ ପାଇଁ ମହିନ୍ଦ୍ରା ଫାଇନାନ୍ସ ଆଇଡିଏଫ ସିଏସଆର ଆୱାର୍ଡ ୨୦୧୯ ରେ ସମ୍ମାନିତ ହେଲା l ଆଇଡିଏଫ ସିଏସଆର ଆୱାର୍ଡ ୨୦୧୯
ମହିନ୍ଦ୍ରା ଫାଇନାନ୍ସକୁ ପ୍ରସିଦ୍ଧ ଏଫଟିଏସଇ୪ଗୁଡ ଇଣ୍ଡେକ୍ସ ସିରିଜ ଉପାଦାନରେ ଅନ୍ତର୍ଭୁକ୍ତ କରାଗଲା l ଏହି ପ୍ରକାର ଚୟନ ହେଉଛି ପରିବେଶ, ସାମାଜିକ ଏବଂ ପ୍ରଶାସନିକ ଦକ୍ଷତା ପ୍ରଦର୍ଶନ (ଇଏସଜି) କ୍ଷେତ୍ରରେ ଏମଏମଏଫଏସଏଲର ଲଗାତାର ନେତୃତ୍ବର ପ୍ରମାଣ l ୮୬ ଇସିଜି ଡାଟା ପଏଣ୍ଟରୁ ଅଧିକ ଥିବା ଏକ ଆକଳନ ମାଧ୍ୟମରେ ଚୟନ କରାଯାଇଥିବା କମ୍ପାନୀଗୁଡ଼ିକୁ ନେଇ ସୂଚୀ ଗଠିତ l ଏଫଟିଏସଇ୪ଗୁଡ
ନୂତନ କରି ମୁଣ୍ଡ ଟେକୁଥିବା ବଜାରଗୁଡ଼ିକ ଶ୍ରେଣୀରେ ଲଗାତାର ଭାବରେ ୭ମ ବର୍ଷ ପାଇଁ ମହିନ୍ଦ୍ରା ଫାଇନାନ୍ସ କର୍ପୋରେଟ ଦାୟିତ୍ୱବୋଧତା ଏବଂ ଧାରଣୀୟତା ପାଇଁ ଏକ ଅନ୍ୟତମ ସମ୍ମାନଜନକ ବିଶ୍ୱସ୍ତରୀୟ ସୂଚକ ଡୋ ଜୋନ୍ସ ସଷ୍ଟେନବିଲିଟି ଇଣ୍ଡେକ୍ସ (ଡିଜେଏସଆଇ) ସ୍ଥାପନ କରିଛି l ଚୟନ କରାଯାଇଥିବା ୧୨ ଗୋଟି ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରୁ ମହିନ୍ଦ୍ରା ଫାଇନାନ୍ସ ହେଉଛି ଡିଜେଏସଆଇ ମୁଣ୍ଡ ଟେକୁଥିବା ବଜାରଗୁଡ଼ିକ ଶ୍ରେଣୀରେ ସ୍ଥାନ ପାଇଥିବା ଭାରତରୁ ଏକମାତ୍ର ବିଏଫଏସଆଇ କମ୍ପାନୀ l ଡୋ ଜୋନ୍ସ ସଷ୍ଟେନବିଲିଟି ଇଣ୍ଡେକ୍ସ
୨୫ ନଭେମ୍ବର ୨୦୧୯ରେ ଦିଲ୍ଲୀର ପୁରସ୍କାର ସମାରୋହରେ କଷ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଚମତ୍କାରିତା-୨୦୧୮ ପାଇଁ ଏମଏମଏଫଏସଏଲକୁ ପ୍ରଥମ ସ୍ଥାନ ହାସଲ କରିଥିବାରୁ ପୁରସ୍କୃତ କରାଯାଇଥିଲା l ଦି ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ
ସର୍ବୋତ୍ତମ ଗ୍ରାହକ ଅନୁବନ୍ଧ ପାଇଁ ଏବିପି(ABP) ନ୍ୟୁଜରେ ମହିନ୍ଦ୍ରା ଫାଇନାନ୍ସ ମାର୍କେଟିଙ୍ଗ ପୁରସ୍କାର ଜିତିଛି– ବିଏଫଏସଆଇ ଆୱାର୍ଡସ ୨୦୧୯ l ପୁରସ୍କାର ଶ୍ରେଣୀ: ମାର୍କେଟିଙ୍ଗ ସକ୍ରିୟକରଣ – ଗ୍ରାହକ ଅନୁବନ୍ଧ (ସୂତ୍ରଧର କାର୍ଯ୍ୟକ୍ରମ) ବିଏଫଏସଆଇ ଆୱାର୍ଡସ BFSI ପୁରସ୍କାର
ବିବରଣୀପ୍ରଦାନ (ମୁଣ୍ଡଟେକୁଥିବା ବଜାର) କରିବା ପୁରସ୍କାର ଶ୍ରେଣୀରେ ମହିନ୍ଦ୍ରା ଫାଇନାନ୍ସ ଗ୍ଲୋବାଲ କର୍ପୋରେଟ ସଷ୍ଟେନେବିଲିଟି ଆୱାର୍ଡ (ଜିସିଏସଏ)ର ସମ୍ମାନ ଏବଂ ମାନ୍ୟତା ପାଇଛି, ଏହା ଆଲିଆନ୍ସ ଫର ସଷ୍ଟେନବଲ ଡେଭେଲପମେଣ୍ଟ ଗୋଲସ (ଏ.ଏସଡିଜିଏସ) ଦ୍ୱାରା ଦିଆଯାଏ l ଆଲିଆନ୍ସ ଫର ସଷ୍ଟେନବଲ ଡେଭେଲପମେଣ୍ଟ ଗୋଲସ
ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ରାଙ୍କିଙ୍ଗସ: ଫ୍ୟୁଚରସ୍କେପ ଦ୍ୱାରା ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ରାଙ୍କିଙ୍ଗସ ୨୦୧୯ରେ ଧାରଣୀୟତା ଏବଂ ସିଏସଆର ପାଇଁ ୧୦୦ ଗୋଟି ଶୀର୍ଶସ୍ଥାନୀୟ ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ମହିନ୍ଦ୍ରା ଫାଇନାନ୍ସକୁ ୪୯ତମ ସ୍ଥାନରେ ରଖାଗଲା l ଫ୍ୟୁଚରସ୍କେପ
୫୦ ଗୋଟି ସର୍ବୋତ୍ତମ ପିପୁଲ୍‌ କ୍ୟାପିଟାଲ ଇଣ୍ଡେକ୍ସ (ପିସିଆଇ) କମ୍ପାନୀଜ ୨୦୧୯ରେ ମହିନ୍ଦ୍ରା ଫାଇନାନ୍ସ ମାନ୍ୟତା ପାଇଛି, ସର୍ବୋତ୍ତମ ଜନତା ବିକାଶ ଅଭ୍ୟାସଗୁଡ଼ିକ ରହିଥିବା କମ୍ପାନୀଗୁଡ଼ିକର ମାପ କରେ l ପିପୁଲ୍‌ କ୍ୟାପିଟାଲ ଇଣ୍ଡେକ୍ସ (ପିସିଆଇ) l ପିପୁଲ୍‌ କ୍ୟାପିଟାଲ ଇଣ୍ଡେକ୍ସ (ପିସିଆଇ) ହେଉଛି ୱାର୍ଲଡ ଇକୋନୋମିକ ଫୋରମ ଦ୍ୱାରା ପ୍ରକାଶିତ ହ୍ୟୁମାନ କ୍ୟାପିଟାଲ ଇଣ୍ଡେକ୍ସ ଦ୍ୱାରା ଅନୁପ୍ରାଣିତ ଏକ ସ୍ୱତନ୍ତ୍ର ଅଧ୍ୟୟନ l ୧୩ ଏବଂ ୧୪ ଡିସେମ୍ବର ୨୦୧୯ରେ ଲିଡିଙ୍ଗ ଫ୍ରମ ବିହାଇଣ୍ଡ ସମ୍ମିଳନୀରେ ପିସିଆଇ ଆୱାର୍ଡସର ଘୋଷଣା କରାଗଲା l ପିସିଆଇ ଆୱାର୍ଡସ PCI ପୁରସ୍କାର

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

  • Diverse loan offerings
  • Less documenation
  • Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000