ଆପଣଙ୍କର ନିରାପତ୍ତା ଏବଂ ଆପଣଙ୍କ ପ୍ରିୟଜନଙ୍କର ନିରାପତ୍ତାକୁ ନିଶ୍ଚିତ କରିବାରେ ଆମେ ସାହାଯ୍ୟ କରୁ l ବ୍ୟକ୍ତିଗତ ଏବଂ କର୍ପୋରେଟ ବୀମା ସେବାଗୁଡ଼ିକ ପ୍ରଦାନ କରି ଆମେ ଆପଣଙ୍କର ସମସ୍ତ ବୀମା ସମ୍ପର୍କିତ ଆବଶ୍ୟକତାକୁ ପୂରଣ କରୁ l ଆପଣଙ୍କ ରିସ୍କ ପ୍ରୋଫାଇଲ ଏବଂ ବୀମା ଆବଶ୍ୟକତା ଅନୁସାରେ ଆମର ଅଭିନବ, ସ୍ୱଳ୍ପ ବ୍ୟୟ ବିଶିଷ୍ଟ ସମାଧାନଗୁଡ଼ିକର ଡିଜାଇନ କରାଯାଏ l

insurance

ସୁବିଧା ଏବଂ ଲାଭ

  • ସମସ୍ତ ବୀମା ଆବଶ୍ୟକତା ପାଇଁ ଗୋଟିଏ ସ୍ଥାନ (ଜୀବନ ଏବଂ ସାଧାରଣ)
  • ବ୍ୟବହାରିକ ଏବଂ ବୈଷୟିକ ଦକ୍ଷତା ମାଧ୍ୟମରେ ଉତ୍ତମ ବୁଝାବଣା ଦକ୍ଷତାଗୁଡ଼ିକ
  • ଆପଣଙ୍କର ପୋର୍ଟଫୋଲିଓ ସମ୍ଭାଳିବା ପାଇଁ ପେସାଦାର ଭାବରେ ଯୋଗ୍ୟତାସମ୍ପର୍ଣ୍ଣ ଦଳ
  • ଅନୁକୂଳିତ ପ୍ରିମିୟମ ବ୍ୟୟ
  • ସର୍ବୋତ୍ତମ ହାରଗୁଡ଼ିକ ସହିତ ବ୍ୟାପକ ପରିବ୍ୟାପ୍ତି
  • ସର୍ବୋତ୍ତମ ପେସାଦାର ଢଙ୍ଗରେ କାଗଜପତ୍ର ଏବଂ ଦାବିଗୁଡ଼ିକର ପରିଚାଳନା କରାଯାଏ
  • ସ୍ଵୀକାର୍ଯ୍ୟତା ଏବଂ ଦାବିଗୁଡ଼ିକର ପରିମାଣ ସମ୍ପର୍କରେ ସର୍ବେକ୍ଷକ ଏବଂ ବୀମାକର୍ତ୍ତାଙ୍କ ସହିତ ବୈଷୟିକ ଆଲୋଚନାଗୁଡ଼ିକ ପାଇଁ ସୁବିଧା
  • ଆମର ସାରା ଭାରତରେ ଉପସ୍ଥିତି ମାଧ୍ୟମରେ ଦୃଢ଼ ବଣ୍ଟନ ନେଟୱାର୍କ
  • ବୀମା ସମ୍ପର୍କରେ ନିୟମିତ ଅପଡେଟଗୁଡ଼ିକ

Calculate

Health Insurance

mBlogs

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

  • Diverse loan offerings
  • Less documenation
  • Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000