ଏସଏମଇ ଋଣ

For most people, the primary reason to purchase life insurance

ଗୋଟିଏ ବିକାଶଶୀଳ ଉଦ୍ୟୋଗ ହିସାବରେ ଆମେ ଏକ ବ୍ୟବସାୟକୁ ଚଳାଇବାରେ ଆସୁଥିବା ଚ୍ୟାଲେଞ୍ଜ ଏବଂ ଆବଶ୍ୟକତାଗୁଡ଼ିକୁ ଆମେ ବୁଝୁ l ବ୍ୟବସାୟକୁ ସଫଳତାର ସହିତ ଚଳାଇବା ପାଇଁ ଏବଂ ଲାଭ କରିବା ପାଇଁ ବ୍ୟବସାୟ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ କରିବାକୁ ଯେପରିକି ସମ୍ବଳ ଗଠନ, ତାଲିକା ଗଚ୍ଛିତକରଣ ଇତ୍ୟାଦି କରିବାକୁ ଆର୍ଥିକ ସାହାଯ୍ୟ ଦରକାର କରେ l ଆପଣଙ୍କର ବିକାଶ କାହାଣୀରେ ସହଭାଗୀ ହୋଇ ମହିନ୍ଦ୍ରା ଫାଇନାନ୍ସ ଆପଣଙ୍କୁ ଏକ ପ୍ରତିଯୋଗିତାମୂଳକ ବୃଦ୍ଧି ପ୍ରଦାନ କରିପାରିବ l ଆପଣଙ୍କ ବ୍ୟବସାୟ ଆବଶ୍ୟକତାକୁ ଖାପ ଖୁଆଇବା ପାଇଁ ଆମର ଦ୍ରୁତ ଏବଂ ସମସ୍ୟା-ମୁକ୍ତ ଋଣଗୁଡ଼ିକୁ ଅନୁକୂଳିତ କରାଯାଏ l

କ୍ରେଡିଟ ଏବଂ ଋଣ ସମାଧାନ

ଆପଣଙ୍କ ବ୍ୟବସାୟରେ ବୃଦ୍ଧିର ନିଶ୍ଚୟତା ପ୍ରଦାନ କରିବାକୁ ଏବଂ ଆପଣଙ୍କର ଆର୍ଥିକ ଦକ୍ଷତା ବିକାଶ କରିବାକୁ ଆମେ ପୁଞ୍ଜି ନିବେଶ ପାଇଁ ଦୀର୍ଘକାଳୀନ କ୍ରେଡିଟ୍‌ ପ୍ରଦାନ କରୁ l

ଏସ୍‌ଏମ୍ଇ ଋଣଗୁଡ଼ିକ - ଲିକ୍ୱିଡିଟି ସମାଧାନଗୁଡ଼ିକ

ଆପଣଙ୍କ ବ୍ୟବସାୟର କ୍ୟାସ ପ୍ରବାହ ବିକାଶ କରିବା ପାଇଁ ଏବଂ ନିୟମିତ ଏବଂ ଜଟିଳ କାର୍ଯ୍ୟକାରୀ ପୁଞ୍ଜିର ଆବଶ୍ୟକତାଗୁଡ଼ିକ ପୂରଣ କରିବା ପାଇଁ ଆମେ ସ୍ୱଳ୍ପକାଳୀନ କ୍ରେଡିଟ ପ୍ରଦାନ କରୁ l ଆମେ ବ୍ୟବସାୟ ଆବଶ୍ୟକତାକୁ ମୂଲ୍ୟାୟନ କରୁ ଏବଂ ଆପଣଙ୍କର ପ୍ରତ୍ୟେକ ଆବଶ୍ୟକତା ସହିତ ଖାପ ଖୁଆଇବା ଭଳି ସମାଧାନଗୁଡ଼ିକ ପ୍ରଦାନ କରୁ l

ଆମକୁ ଆପଣ କାହିଁକି ପସନ୍ଦ କରିବା ଉଚିତ?

୭୦୦୦ ସହର ଏବଂ ଟାୱାନ ୩,୫୦,୦୦୦ ଗ୍ରାମରେ ବ୍ୟାପି ରହିଥିବା ୬ ମିଲିୟନ+ ଗ୍ରାହକମାନଙ୍କ ସହିତ ଭାରତର

ସାରା ଭାରତରେ ୧୩୧୩+ କାର୍ଯ୍ୟାଳୟଗୁଡ଼ିକର ଉପସ୍ଥିତି ଏବଂ ପରିଚାଳନା ଅଧୀନରେ ଥିବା ସମ୍ପତ୍ତି ପ୍ରାୟ ୫୧,୭୮୨ କୋଟି ଟଙ୍କା

ଉଚ୍ଚ କ୍ରେଡିଟ ରେଟିଙ୍ଗ

  • ଦୀର୍ଘ କାଳୀନ ଋଣ: କ୍ରିଷିଲ ଦ୍ୱାରା ଏଏ +
  • ଇଣ୍ଡିଆ ରେଟିଂ ଦ୍ୱାରା IND AAA / Stable & amp; CRISIL AAA / CRISIL ରେଟିଂ ଦ୍ୱାରା Stable
  • ସିଙ୍ଗିଲ ଉଇଣ୍ଡୋ ପରିଷ୍କରଣ
  • ନମନୀୟ ନିୟମଗୁଡ଼ିକ
  • ଦ୍ରୁତ ପ୍ରକ୍ରିୟାକରଣ ଏବଂ ଦ୍ରୁତ ଅବଧି
  • ସରଳୀକୃତ ଡକ୍ୟୁମେଣ୍ଟ କାର୍ଯ୍ୟ
  • ବ୍ୟାପକ ଗ୍ରହଣୀୟ ସମାନ୍ତରାଳ

ମହିନ୍ଦ୍ରା ଫାଇନାନ୍ସ ଝାମଲା ମୁକ୍ତ ଭାବରେ ଏହାର ଗ୍ରାହକମାନଙ୍କର ଆର୍ଥିକ ସମଧାନଗୁଡ଼ିକର ସେବା କରିବା ପାଇଁ ପ୍ରତିବଦ୍ଧ ଅଟେ l ଆପଣଙ୍କ ବ୍ୟବସାୟର ଅବଶ୍ୟକତା ପାଇଁ ସମାଧାନଗୁଡ଼ିକ ପ୍ରଦାନ କରିବା ପାଇଁ ଆମେ କେବଳ ଆପଣଙ୍କର ଆର୍ଥିକ ବିଷୟଗୁଡ଼ିକୁ ଦୃଷ୍ଟି ଦେଉନାହୁଁ ଏହା ସହିତ ଆପଣଙ୍କର ସାମର୍ଥ୍ୟକୁ ଦୃଷ୍ଟି ଦେଉ l ଆମେ ଆପଣଙ୍କୁ କିପରି ଭାବରେ ଗୋଟିଏ ଋଣ ପ୍ରଦାନ କରିପାରିବୁ ତାହା ଆମ ପାଇଁ ଏକ ପ୍ରଶ୍ନ ନୁହେଁ, କିନ୍ତୁ ଆମେ କିପରି ଆପଣଙ୍କର ବୃଦ୍ଧିର କାହାଣୀରେ ଜଣେ ସହଭାଗୀ ହୋଇପାରିବୁ ତାହା ହେଉଛି ଆମ ପାଇଁ ଗୋଟିଏ ପ୍ରଶ୍ନ !

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

  • Diverse loan offerings
  • Less documenation
  • Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000