କ୍ୟାରିୟରଗୁଡ଼ିକ

ମହିନ୍ଦ୍ରା ଫାଇନାନ୍ସରେ ଆମେ ସମ୍ପୂର୍ଣ୍ଣ ଭାବରେ ଲୋକମାନଙ୍କର ସମ୍ଭାବନାକୁ ଚିହ୍ନଟ କରୁଛୁ ଏବଂ ଯଥାସମ୍ଭବ ସେମାନଙ୍କୁ ସଶକ୍ତ କରୁଛୁ l ଆଉ ଆମେ ଯେତେବେଳେ ସମଗ୍ର ଦେଶ ପାଇଁ ଏହା କରୁଛୁ, ସେତେବେଳେ ଆମେ ଆମର ନିଜର ଲୋକମାନଙ୍କ ପାଇଁ କେବେ ବି ଭୁଲିବୁ ନାହିଁ-ଆମର କର୍ମଚାରୀମାନଙ୍କ ପାଇଁ l ସେଇଥି ପାଇଁ ଆମେ ଏକ ପରିବେଶ ସୃଷ୍ଟି କରିବା ଏବଂ ବଜାୟ ରଖିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା ଜାରି ରଖୁ ଯାହାକି ସେମାନଙ୍କର ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଅନୁକୂଳ ଅଟେ l ସେମାନଙ୍କର ଦିଗବଳୟଗୁଡ଼ିକୁ ବିସ୍ତାର କରିବାରେ ସାହାଯ୍ୟ କରିବା ପାଇଁ ଏବଂ ସାମଗ୍ରିକ ଉପାୟରେ ଶିଖିବା ପାଇଁ ଆମର ଲୋକମାନଙ୍କ ପାଖରେ ଚ୍ୟାଲେଞ୍ଜ ଏବଂ କାର୍ଯ୍ୟାତ୍ମକ ସୁଯୋଗଗୁଡ଼ିକର ଅଭାବ ନାହିଁ l ଏମିତିରେ, ପ୍ରତ୍ୟେକ ସ୍ତରରେ ଅଧିକ ନେତା ସୃଷ୍ଟି କରିବା ପାଇଁ ଆମେ ସବୁବେଳେ ଆମର ଲୋକମାନଙ୍କ ମଧ୍ୟରେ ଔଦଗିକ ଚିନ୍ତାଧାରାର ପ୍ରୋତ୍ସାହନ ପ୍ରଦାନ କରୁ l

ଆଶ୍ଚର୍ଯ୍ୟ ହେବାର କଥା ନୁହେଁ, ଫାଇନାନ୍ସିଆଲ ସର୍ଭିସ ସେକ୍ଟରରେ କାମ କରିବା ପାଇଁ ସର୍ବୋତ୍ତମ ସ୍ଥାନ ମଧ୍ୟରେ ମହିନ୍ଦ୍ରା ଫାଇନାନ୍ସ ଶୀର୍ଷ ୧୫ଟି ସ୍ଥାନ ମଧ୍ୟରେ ରହିଛି, ଏହି ଅଧ୍ୟୟନଟି ଗ୍ରେଟ ପ୍ଲେସେସ ଟୁ ୱାର୍କ ଇନଷ୍ଟିଚ୍ୟୁଟ, ଇଣ୍ଡିଆ ସହଯୋଗିତାରେ ଇକୋନୋମିକ ଟାଇମ୍ସ ଦ୍ୱାରା କରାଯାଇଛି l ଆହୁରି ମଧ୍ୟ ଆମର ପିପୁଲ୍‌ କାପାବିଲିଟି ମାଚ୍ୟୁରୀଟି ମଡେଲ® ଲେବେଲ୍‌ ୫ରେ ମୂଲ୍ୟାଙ୍କିତ ହୋଇଛି l ପିପୁଲ୍‌ କାପାବିଲିଟି ମାଚ୍ୟୁରୀଟି ମଡେଲ ହେଉଛି ଗୋଟିଏ ଫ୍ରେମୱାର୍କ ଯାହା ସଂଗଠନଗୁଡ଼ିକୁ ଲୋକ ପରିଚାଳନାକୁ ସଫଳତାର ସହିତ ସୁପ୍ରବାହୀ କରିବାକୁ ସାହାଯ୍ୟ କରେ ଏବଂ ସେମାନଙ୍କ ଲୋକମାନଙ୍କର ଜଟିଳ ସମସ୍ୟାଗୁଡ଼ିକୁ ବୁଝେ l

ପିପୁଲ୍‌ ସିଏମ୍ଏମ୍® ମାଚ୍ୟୁରୀଟି ଲେବେଲ୍‌ ୫ରେ, ଏମଏମଏଫଏସଏଲ

  • ସଂଗଠନ ମଧ୍ୟରେ ଲୋକମାନଙ୍କ ସହିତ ଜଡ଼ିତ ଜଟିଳ ସମସ୍ୟାଗୁଡ଼ିକ ବୁଝେ
  • ଲୋକମାନଙ୍କୁ ପରିଚାଳନା କରିବାକୁ ଏବଂ ବିକାଶ କରିବାକୁ ଲଗାତାର ଭାବରେ ପଦ୍ଧତିକୁ ବିକାଶ କରିବା ପାଇଁ ଦୃଷ୍ଟି ଦିଏ
  • ପରିପକ୍ଵ ଶ୍ରମଶକ୍ତି ଅଭ୍ୟାସଗୁଡ଼ିକ ଅଛି ଏବଂ ଚମତ୍କାରିତାର ଏକ ସଂସ୍କୃତି ପ୍ରତିଷ୍ଠା କରେ

କର୍ମଚାରୀ କୁହନ୍ତି

ଏଠାରେ କାର୍ଯ୍ୟ କରିବାରେ ଏକ ବହୁତ ଭଲ ସମୟ ପାଇବା ପାଇଁ ଆମର କର୍ମଚାରୀମାନଙ୍କ ପାଇଁ ଆମର କର୍ମ ସଂସ୍କୃତିକୁ ମଜାଳିଆ ଏବଂ ସ୍ଵଚ୍ଛ କରିବା ପାଇଁ ଆମେ ସର୍ବୋତ୍ତମ ଭାବରେ ଚେଷ୍ଟା କରୁ l ଆଉ ଏହା ସେମାନଙ୍କର ସକାରାତ୍ମକ ପ୍ରତିକ୍ରିୟା ଯାହା ଆମକୁ ଆହୁରି ଭଲ କରିବାକୁ ପ୍ରେରଣା ଦିଏ l ଆମର କର୍ମଚାରୀମାନଙ୍କ ଠାରୁ ସେମାନଙ୍କର ଅନୁଭୂତି ଶୁଣନ୍ତୁ ଏବଂ ମହିନ୍ଦ୍ରା ଫାଇନାନ୍ସରେ ଜୀବନ ସମ୍ପର୍କରେ ଏକ ଆଭ୍ୟନ୍ତରୀଣ ଚିତ୍ର ପାଆନ୍ତୁ l

ବର୍ତ୍ତମାନ ଖାଲିଥିବା ପଦବୀଗୁଡ଼ିକ

Regional - I and S

Any Graduate

Experience: 3 - 5 Years

Location: Nagpur

Executive - LMV

Qualification: Graduate in any discipline

Location: Adyar, Tiruvallur,
Kanchipuram.

HR Manager

Generalist HR

Experience: 5 years

Location: Ranchi

ପୁରସ୍କାରଗୁଡ଼ିକ

Year: 2018-2019

Award:Mahindra Finance is recognized for being the best in “Career Management”

Institute: Great Place To Work and The Economic Times

Year: 2018-2019

Award:Mahindra Finance ranks 14th in India’s Best Companies to work for 2018

Institute: Great Place To Work and The Economic Times

Year: 2018-2019

Award: Mahindra Finance once again in the Top 100 list of Best Companies for Women - 2018

Institute: Working Mother and Avtar.

Year: 2017-2018

Award: India's Best Companies to Work for 2017

Institute:  Great Place to Work and Economic Times

Year: 2017-18

Award: Best Employer List 2017

Institute: Aon

Year: 2016-17

Award: Mahindra Finance has been included in the Sustainability Yearbook 2017

Institute: RobecoSAM

Year: 2016-17

Award: Significant Achievement in HR Excellence

Institute: Confederation of Indian Industry (CII)

Year: 2016-17

Award: Mahindra Finance is Certified as a Great Workplace

Institute: Great Place to Work

Year: 2016-17

Award: Mahindra Finance bagged the Inspectrum-Rise through Diversity Award

Institute: Mahindra Group

Year: 2016-17

Award: SKOCH Order of Merit for Corporate Social Responsibility

Institute: SKOCH Group

Year: 2016-17

Award: SKOCH Order of Merit for Good Health and Well Being

Institute: SKOCH Group

Year: 2016-17

Award: SKOCH Order of Merit for Focused Talent Pool

Institute: SKOCH Group

Year: 2016-17

Award: Mahindra Finance Included in “The Sustainability Yearbook 2017”

Institute: RobecoSAM

Year: 2016-17

Award: MMFSL enters INDIA BOOK OF RECORDS by conducting the Largest Learning Session in a Day at Multiple Location

Institute: India Book of Records

Year: 2016-17

Award: Commended with Significant Achievement in HR Excellence at the 7th Confederation of Indian Industry (CII) HR Excellence Award 2016.

Institute: Confederation of Indian Industry (CII)

Year: 2016-17

Award: Mr. Vinod Nair was awarded and recognized as future HR Leader of the Year by Business World during Business World HR Excellence Award 2016

Institute: Business World

Year: 2016-17

Award: Mahindra Finance is listed in Dow Jones Sustainability Index (DJSI) for the 4th year in a Row.

Institute: Dow Jones sustainability Index in collaboration with RobecoSAM

Year: 2016-17

Award: Mahindra Finance has been bestowed with the national award for excellence in its CSR Initiatives

Institute: World CSR Day

Year: 2016-17

Award: Participation in Resource Mobilization for humanitarian cause

Institute: IDF

Year: 2016-17

Award: Winners in the category of organization with a turnover of Rs. 501 Crores and above for Innovation in Recruitments - Genius

Institute: HR Excellence Award 2016

Year: 2016-17

Award: Mahindra Finance was honored as Best Overall Excellence in CSR in the organizational Category .

Institute: World CSR Day - National award for excellence in CSR and Sustainability

Year: 2016-17

Award: Mahindra Finance Ranked 68th among 791 employers surveyed in India

Institute: Great Place to Work Institute in association with The Economic Times

Year: 2016-17

Award: Mahindra Finance Ranked 5th in Financial Services Sector in India

Institute: Great Place to Work Institute in association with The Economic Times

Year: 2016-17

Award: Mahindra Finance Ranked 3rd in Workplace Transformation Case Study

Institute: Great Place to Work Institute in association with The Economic Times

Year: 2014-15

Award: Mahindra Finance wins the Golden Peacock National Training Award

Institute: Institute of Directors

Year: 2012-13

Award: Mahindra Finance wins the inaugural Porter Prize in the category of Creating Distinctive Value

Institute: Institute for Competitiveness

Year: 2012-13

Award: MRHFL selected as the winner of the Golden Peacock Innovation Management Award

Institute:  Institute of Directors

Year: 2012-13

Award: Mahindra Finance first runner-up at CNBC TV18 Best Bank & Financial Institution awards.

Institute: CNBC TV 18

Year: 2012-13

Award: Mahindra Finance – Winner of Golden Peacock HR Excellence Awards

Institute:  Institute of Directors

Year: 2012-13

Award: Mahindra Finance – 1st Runner up at Best Learning Organization of Asia Awards

Institute:  L&OD Roundtable, 2012-13

Year: 2012-13

Award: Mahindra Finance – 14th Rank in the Dream Companies to Work for Awards

Institute:  UTV Bloomberg World HRD Congress 2012-13

Year: 2012-13

Award: Mahindra Finance

Institute: Top 80 Indian Power Brands

Year: 2012-13

Award: APELA 2012 Award for "Commitment to Philanthropy"

Institute: Asia – Pacific Enterprise Corporation (Apec) an NPO registered in Singapore

Year: 2012-13

Award: Mr. V Ravi – Best CFO Award at the IPE BFSI Awards

Institute: Asian Confederation of Businesses, 2012-13

Year: 2012-13

Award: Mahindra Finance – Ranked 5th in Financial Services Sector & amongst Top 50 companies having more than 1000 employees by Great Place to Work Institute

Institute: Great Place to Work Institute in association with The Economic Times

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

  • Diverse loan offerings
  • Less documenation
  • Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000